Tooltip

କଟକ ମାଟିରେ ଫଳିଛି ଅଙ୍ଗୁର ପେନ୍ଥା।

Tooltip

ଓଡ଼ିଶା ଜଳବାୟୁ ସାଧାରଣତଃ ଅଙ୍ଗୁରଗଛ ପାଇଁ ଉପଯୋଗୀ ନୁହେଁ ।

Tooltip

ଶୁଷ୍କ, ଅର୍ଦ୍ଧଶୁଷ୍କ ତଥା  ମରୁପ୍ରାନ୍ତିୟ  ଜଳବାୟୁରେ ଏହି ଚାଷ ହୁଏ।

Tooltip

କଟକ ମଙ୍ଗଳାବାଗ ନିକଟସ୍ଥ ଏସିବି ମେଡିକାଲ ପାଖରେ ଦେଖିବାକୁ ମିଳିଛି ଏହି ଅଙ୍ଗୁର ଗଛ ।

Tooltip

କିଛି ବର୍ଷ ପୂର୍ବେ ସାଇ ବାବାଙ୍କ ପାଖରୁ ଅଙ୍ଗୁର ଗଛ ଆଣିଥିଲେ ଜଣେ ଶ୍ରଦ୍ଧାଳୁ  ।

Tooltip

ଅଙ୍ଗୁର ଗଛ ଆଣି କଟକସ୍ଥିତ ଏସିବି  ମେଡିକାଲ ପାଖରେ ଥିବା ସାଇ ବାବାଙ୍କ ମନ୍ଦିର ପାଖରେ ଗଛ ଲଗାଇଥିଲେ।

Tooltip

ସାଇ କୁଟୀର ପରିସରରେ ଅଙ୍ଗୁର ଗଛଟି ବଢ଼ିଥିବାରୁ ଏହାକୁ ସାଇଙ୍କ କୃପା ବୋଲି କହିଛନ୍ତି ପୂଜକ ।

Tooltip

ଗଛରେ ଅଙ୍ଗୁର ଫଳିବ ବୋଲି  ସେ କେବେ ବି ବିଶ୍ୱାସ କରିନଥିଲା ।

Tooltip

ତାଙ୍କର ଚାଷବାସରେ ଏତେଟା  ଅଭିଜ୍ଞତା ନଥିଲେ ବି ନିଜ ଦୃଢ ଇଚ୍ଛାଶକ୍ତି ବଳରେ ସେ ଅସମ୍ଭବକୁ ବି ସମ୍ଭବ କରି ଦେଖାଇଛନ୍ତି  ।

Tooltip

 ଶ୍ରଦ୍ଧାଳୁଙ୍କ ଦୃଢ ଇଚ୍ଛା ଶକ୍ତି ଓ ପରିଶ୍ରମ ବଳରେ ଆଜି କଟକ ମାଟିରେ ଫଳିଛି ପେନ୍ଥା ପେନ୍ଥା ଅଙ୍ଗରୁ ।