Mysterious Grave: ଏହି କବର ପାଖକୁ ଯିବା ମନା। ଯିଏବି ଯାଆନ୍ତି ଆଉ ବଞ୍ଚନ୍ତି ନାହିଁ। ଆଜି ପର୍ଯ୍ୟନ୍ତ ପାଦ ଦେଇନାହାଁନ୍ତି କେହି। ଆସନ୍ତୁ ଜାଣିବା ଶହ ଶହ ବର୍ଷ ପୁରୁଣା ଏହି ରହସ୍ୟମୟ କବରର କାହାଣୀ...

ଆଜ୍ଞା ହଁ, ଇତିହାସ ପୃଷ୍ଠାରେ ସବୁଠୁ ଚର୍ଚ୍ଚିତ ଶାସକ ରୂପେ ପରିଗଣିତ ହେଉଥିବା ମୋଗଲ ଶାସକ ଚଙ୍ଗେଜ୍ ଖାନଙ୍କ ମୃତ୍ୟୁ ଆଜି ମଧ୍ୟ ରହସ୍ୟ ଘେରରେ।

ଚଙ୍ଗେଜ୍ ଖାନ କେବେ ଚାହୁଁନଥିଲେ କି ତାଙ୍କ ମୃତ୍ୟୁ ପରେ କେହି ବି ତାଙ୍କୁ ମନେ ରଖନ୍ତୁ।

ମରିବା ପୂର୍ବରୁ ଚଙ୍ଗେଜ୍ ଖାନ ଜାରି କରିଥିଲେ ଏକ ଫରମାନ୍।

ନିଜର ଏହି ଫରମାନରେ ସେ କହିଥିଲେ, ‘‘ମୋ କବର ବିଷୟରେ କେହି ଜାଣିବା ଉଚିତ୍ ନୁହେଁ।’’

ଲୋକ କଥା ଅନୁସାରେ ଚଙ୍ଗେଜ୍ ଖାନଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେଇଥିବା ଲୋକଙ୍କୁ ହତ୍ୟା କରାଯାଇଥିଲା।

କୁହାଯାଏ ଯେ ଚଙ୍ଗେଜ୍ ଖାନଙ୍କ କବର ପର୍ଯ୍ୟନ୍ତ ଯିଏ ପହଞ୍ଚିବାକୁ ଚେଷ୍ଟା କରନ୍ତି ସେମାନେ ଏହା ପୂର୍ବରୁ ମୃତ୍ୟୁ ବରଣ କରନ୍ତି।

୮୦୦ ବର୍ଷ ପରେ ମଧ୍ୟ ଏହି କବରର କୌଣସି ସନ୍ଧାନ ମିଳିନାହିଁ।

ଚଙ୍ଗେଜ୍ ଖାନ ତାଙ୍କ ଫରମାନରେ ଏହି ଆଦେଶ ଦେଇଥିଲେ ଯେ କେହି ତାଙ୍କ କବର ଦେଖିବେ ନାହିଁ।

ଏହା ପଛର କାରଣ ହେଲା ଯେ ତାଙ୍କ କବର କେହି ଦେଖିବେ ନାହିଁ।

ସମୁଦ୍ର ମଧ୍ୟରେ ହଜିଯାଇଛି ଏହି ରହସ୍ୟମୟ ସହର