ବ୍ୟାୟାମ ମଧ୍ୟ ଏକ ଔଷଧ

ବ୍ୟାୟାମ ମଧ୍ୟ ଏକ ଔଷଧ

ସକାଳ ଓ ସନ୍ଧ୍ୟାରେ ଚାଲିବା ମଧ୍ୟ ଏକ ଔଷଧ

ଉପବାସ ମଧ୍ୟ ଏକ ଔଷଧ

ପରିବାର ସହିତ ଖାଇବା ମଧ୍ୟ ଏକ ଔଷଧ 

ହସ ମଧ୍ୟ ଏକ ଔଷଧ

ଗଭୀର ନିଦ ମଧ୍ୟ ଏକ ଔଷଧ

ପ୍ରିୟଜନଙ୍କ ସହିତ ସମୟ ବିତାଇବା ମଧ୍ୟ ଏକ ଔଷଧ

ଖୁସି ହେବା ମଧ୍ୟ ଏକ ଔଷଧ

ନୀରବତା ମଧ୍ୟ କେତେକ କ୍ଷେତ୍ରରେ ଏକ ଔଷଧ 

ଲୋକଙ୍କ ସହଯୋଗ ମଧ୍ୟ ଏକ ଔଷଧ 

ଜଣେ ଭଲ ବନ୍ଧୁ ହେଉଛି ଏକ ସମ୍ପୂର୍ଣ୍ଣ ଔଷଧ ଦୋକାନ