ଆପଣଙ୍କୁ ଆଶ୍ଚର୍ଯ୍ୟ କରିପାରେ ବିଲେଇର ଏହି ତଥ୍ୟ...

ଆପଣ ଜାଣିଛନ୍ତି କି ବିଳେଇର ଶରୀରରେ କେତେ ହାଡ଼ ଅଛି ? ୨୩୦ରୁ ୨୫୦ଟି ରହିଛି...

ଏକ ବୟସ୍କ ବିଳେଇର ୩୦ଟି ଦାନ୍ତ ରହିଥାଏ...

ସେମାନେ ନିଜ ଉଚ୍ଚତା ଠାରୁ ୬ଗୁଣା ଅଧିକ ଡେଇଁପାରନ୍ତି 

ବିଳେଇମାନେ ମଣିଷ ପରି ସ୍ବପ୍ନ ମଧ୍ୟ ଦେଖନ୍ତି

ପ୍ରାୟ ୧୦ ହଜାର ବର୍ଷ ପୂର୍ବେ ଲୋକମାନେ ବିଲେଇକୁ ଗୃହପାଳିତ ପଶୁ ଭାବେ ରଖି ଆସୁଛନ୍ତି  । ବିଳେଇମାନେ ଶୋଇବା ପାଇଁ ପ୍ରିୟ ପଶୁ...

ସେମାନେ ଦିନକୁ ପ୍ରାୟ ୧୩ରୁ ୧୪ ଘଣ୍ଟା ଶୋଇଥାନ୍ତି । ଦୁନିଆର ସବୁଠାରୁ ବଡ଼ ବିଲେଇର ଓଜନ ୨୧.୨୯୭ କିଲୋଗ୍ରାମ...

ଦିନରେ ଯେମିତି ମଣିଷ ଦେଖିପାରେ ବିଲେଇମାନେ ରାତିରେ ଆହୁରି ଭଲ ଦେଖିପାରନ୍ତି... 

ବିଲେଇର ଶୁଣିବା, ଦେଖିବା ଓ ଗନ୍ଧ କରିବାରେ କ୍ଷମତା ମଣିଷଠାରୁ ଅନେକ ଗୁଣ ଅଧିକ ...

ବିଲେଇର ଶରୀରର ପ୍ରାୟ ୧୦ ପ୍ରତିଶତ ହାଡ ଏହାର ଲାଞ୍ଜରେ ଲୁଚି ରହିଛି...