ନମ୍ରତା ମଲ୍ଲା ନାମ ଭୋଜପୁରୀ ଇଣ୍ଡଷ୍ଟ୍ରୀରେ ବେଶ ଚହଳ ସୃଷ୍ଟି କରିଛି । ତାଙ୍କର ପ୍ରତ୍ୟେକ ଫୋଟ ହୋସ ଉଡ଼ାଇବା ପାଇଁ କାଫି

ନମ୍ରତାଙ୍କ ଦିଲଦାର ଅନ୍ଦାଜ ଲୋକଙ୍କ ହୃଦୟ ଚୋରି କରେ । ସୁନ୍ଦରୀ ଅଭିନେତ୍ରୀଙ୍କର ଅଛନ୍ତି ଅନେକ ଫ୍ୟାନ

ନମ୍ରତାଙ୍କ ହଟ ଅନ୍ଦାଜକୁ ନେଇ ସବୁବେଳେ ଚର୍ଚ୍ଚା । ତାଙ୍କର ବିକିନ ଲୁକସ ଆଲୋଚନାର ବିଷୟ ପାଲଟିଛି

ନମ୍ରତା ପ୍ରାୟ ସମୟରେ ସୋସିଆଲ ମିଡିଆରେ ନିଜର ହଟ ଫୋଟ ଓ ଭିଡ଼ିଓ ସେୟାର କରନ୍ତି

ନିଜର ବୋଲ୍ଡନେସ ଦ୍ବାରା ଲୋକଙ୍କ ହାର୍ଟ ଧଡକାଇ ଦେଉଛନ୍ତି ନମ୍ରତା । ଭୋଜପୁରୀରେ ସବୁଠୁ ହଟ ଓ ସେକ୍ସି ଅଭିନେତ୍ରୀ ତାଲିକାରେ ସବା ଉପରେ ରହିଛି ନମ୍ରତାଙ୍କ ନାମ 

ନିଜର ଡ୍ୟାନ୍ସିଂ ପ୍ରତିଭା ଯୋଗୁଁ ନମ୍ରତା ନାମ କରିଛନ୍ତି । ବେଲି ଡ୍ୟାନ୍ସରେ ମାହିର ଏହି ହସିନାଙ୍କ ନୃତ୍ୟ ବେଶ ଉଚ୍ଚକୋଟୀର

ନମ୍ରତା ନିଜର ଫୋଟ ଜରିଆରେ ଦର୍ଶକଙ୍କ ହୃଦୟରେ ରାଜ କରନ୍ତି

ସୋସିଆଲ ମିଡ଼ିଆରେ ନମ୍ରତା ଫଟୋ ସେୟାର କରିବା ମାତ୍ରେ ମିଲିଅନ ଭ୍ୟୁଜ ଛୁଇଁଯାଏ

ଏହି କାରଣରୁ ଲାଇମଲାଇଟରେ ଥିବା ନମ୍ରତାଙ୍କ ଫୋଟରୁ ନଜର ହଟାଇବା ମୁସ୍କିଲ

କାତିଲାନା ନଜରରେ ସମସ୍ତଙ୍କ ମନ ଜିଣୁଛନ୍ତି ନମ୍ରତା । (ଏହି ତଥ୍ୟ ଜି ନ୍ୟୁଜର ତଥ୍ୟ ଉପରେ ଆଧାରିତ । ନ୍ୟୁଜ ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ)

ମୃତ୍ୟର ରାସ୍ତା, ପାଦ ଦେଲେ ଟାଣିନେବ