ଭାରତର ଏମିତି ଏକ ମନ୍ଦିର ଅଛି, ଯେଉଁଠାରେ ପୂଜା କରିବା ପାଇଁ ପୁରୁଷଙ୍କୁ ଷୋହଳ ଶୃଙ୍ଗାର କରିବାକୁ ପଡେ

କେରଳରେ ପ୍ରତିବର୍ଷ ଚମ୍ମାୟାବିଲକ୍କୁ ନାମକ ଏକ ପର୍ବ ପାଳନ କରାଯାଏ

ଏହି ପର୍ବର ଆୟୋଜନ କଲ୍ଲୋମ ସ୍ଥିତ କୋଟାନକୁଲଙ୍ଗାରା ଶ୍ରୀ ଦେବୀ ମନ୍ଦିରରେ ହୋଇଥାଏ

ମାର୍ଚ୍ଚ ମାସରେ ୧୦-୧୨ ଦିନ ଚାଲୁଥିବା ଏହି ପର୍ବର ଶେଷ ଦିନରେ ପୁରୁଷମାନଙ୍କୁ ମହିଳାଙ୍କ ଭଳି ବେଶ ହେବାକୁ ପଡିଥାଏ

ସେମାନେ ଶାଢ଼ୀ, ମେକଅପ, ଗହଣାରେ ନିଜରୁ ସଜ୍ଜାଇଥାନ୍ତି ହେବାକୁ ପଡିଥାଏ

କିନ୍ନରମାନେ ମଧ୍ୟ ଏହି ପର୍ବରେ ସାମଲି ହୋଇଥାନ୍ତି

ମାନ୍ୟତା ରହିଛି ଯେ କିଛି ବର୍ଷ ପୂର୍ବେ କିଛି ପୁଅ ଝିଅମାନଙ୍କ ବେଶ ଧରି ଏଠି ଖେଳୁଥିଲେ

ସେମାନେ ଗୋଟିଏ ପଥର ପାଖରେ ଖେଳୁଥିଲେ, ଯାହାକୁ ସେମାନେ ଭଗବାନ ବୋଲି ମାନୁଥିଲେ

ଦିନେ ଦେବୀ ସେହି ପଥରରେ ପ୍ରକଟ ହୋଇଥିଲେ

ଏହି ଖବର ପ୍ରବଳ ବେଗରେ ଗାଁରେ ଖେଳିଗଲା ଓ ତାଙ୍କ ସମ୍ମାନରେ ଗାଁରେ ମନ୍ଦିର ନିର୍ମାଣ ହୋଇଥିଲା

ହଟନେସରେ ସମସ୍ତଙ୍କୁ ପଛରେ ପକାଇଛନ୍ତି ସେ, ହଟ୍ ଫୋଟ ଦେଖି ଉଡିଯିବ ହୋସ