ସାଧାରଣତଃ ଭାରତୀୟ ମାନେ ମସଲା ଓ ରାଗଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି।
କେହି କେହି ଅତ୍ୟଧିକ ରାଗ ଖାଇବାକୁ ଭଲ ପାଆନ୍ତି।
ସେଥିପାଇଁ ଆଇଟମ୍ଗୁଡିକରେ ଅଧିକ ପରିମାଣର ଲଙ୍କା ମିଶାନ୍ତି।
କେହି କେହି ତ ଖାଇବା ବେଳେ ସୁଖିଲା ଓ କଞ୍ଚା ଲଙ୍କା ଖାଇଥାନ୍ତି।
କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଲଙ୍କା ଶରୀର ପାଇଁ ଯେତିକି ଭଲ ତା'ଠାରୁ ଅଧିକ ଖରାପ।
More
Stories
Odisha Weather:ଦୀପାବଳିରେ ଭିଜିବ ଓଡ଼ିଶା! ୪ ଦିନ ମଧ୍ୟରେ ପ୍ରବଳ ବର୍ଷା
ଘରର ଉତ୍ତର-ପୁର୍ବ ଦିଗରେ ରଖନ୍ତୁ ନାହିଁ ଏହି ଜିନିଷ; ସବୁବେଳେ ରହିବ ଟଙ୍କାର ଅଭାବ
Crime Case: ମାନିଲା ଅଭିଯୁକ୍ତ, ବାକିଥିବା ଟ୍ୟୁସନ୍ ଫି' ପାଇଁ ପୁଅକୁ ମାରିଦେଲା!
ଅଧିକ ମାତ୍ରାରେ ଲଙ୍କା ଖାଇବା ଦ୍ବାରା ଶରୀରରେ ହଜମକ୍ରିୟା ପ୍ରଭାବିତ ହୋଇଥାଏ।
ଯାହା ଫଳରେ ଗ୍ୟାସ୍ ସମସ୍ୟା, ପେଟ ରୋଗ ଓ ଅନ୍ୟ ସମସ୍ୟା ଦେଖାଦେଇଥାଏ।
ଅଧିକ ଲଙ୍କା ଖାଇଲେ ମାନସିକ ଚାପ, ପାଇଲ୍ସ, ଓଜନ ବଢିବା ଭଳି ସମସ୍ୟା ଦେଖାଦେଇଥାଏ।
ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତି ଭୁଲରେ ବି ରାଗଯୁକ୍ତ ଖାଦ୍ୟ ଖାଇବା ଉଚିତ ନୁହେଁ।
ଏହି ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଡାକ୍ତରଙ୍କ ପରାମର୍ଶ ସର୍ବୋକୃଷ୍ଠ ମାଧ୍ୟମ।
Learn more