ମଣିଷ ଜୀବନର ସବୁଠାରୁ ବଡ଼ ସତ ମୃତ୍ୟୁ ହୋଇଥାଏ

ମୃତ୍ୟୁର ୪୦ ସେକେଣ୍ଡ ପୂର୍ବରୁ ବ୍ୟକ୍ତି ସହ ଭୟାନକ ଘଟେ ଭୟାନକ ଘଟଣା !

ଦୁନିଆରେ ଜନ୍ମ ହେବା ପରେ ଭାବି ଥାଏ କି ତାକୁ ମୃତ୍ୟୁ ପରେ ମୋକ୍ଷ ମିଳିବ

ମୃତ୍ୟୁ ପରେ ସମସ୍ତେ ଧାର୍ମିକ ସ୍ଥାନକୁ ଯିବାକୁ ଇଚ୍ଛା କରିଥାନ୍ତି

ମଣିଷ ଯେତେ ପାପ କର୍ମ କରିଥିଲେ ମଧ୍ୟ ଧାର୍ମିକ ସ୍ଥାନକୁ ଯାତ୍ରା କରିଲେ ମୃତ୍ୟୁ ପରେ ମୋକ୍ଷ ମିଳିଥାଏ

ମାରିବାର ୪୦ ସେକେଣ୍ଡ ପୂର୍ବରୁ ବ୍ୟକ୍ତିର ଆତ୍ମାକୁ ଧାର୍ମିକ ସ୍ଥାନରେ ବିରାଜମାନ କରିଥିବା କାଳ ଭୈରବଙ୍କ ଦ୍ଵାରା ଶୁଦ୍ଧ କରା ଯାଇଥାଏ

ଆଉ ସେହି ବ୍ୟକ୍ତିଙ୍କୁ ଭୈରବୀ ଯନ୍ତ୍ରଣା ଦିଆ ଯାଇଥାଏ

ଭୈରବୀ ଯନ୍ତ୍ରଣା ଯମଲୋକରେ ମିଳିଥିବା ଯନ୍ତ୍ରଣା ଠାରୁ ଅଧିକ ଭୟଙ୍କର ଓ କଷ୍ଟଦାୟକ

ଏହି ୪୦ ସେକେଣ୍ଡ ମଧ୍ୟରେ ବ୍ୟକ୍ତିକୁ ତାର ପର ଜନ୍ମର ଭଲ ଓ ଖରାପ କର୍ମ ଦେଖା ଯାଇଥାଏ