ଗୁପଚୁପ୍‌ ଖାଇବାକୁ କାହାକୁ ବା ଭଲ ନ'ଲାଗେ।

ଗୁପଚୁପ୍‌ର ଖଟାମିଠା ଟେଷ୍ଟ ସମସ୍ତଙ୍କୁ କିମିଆ କରିଥାଏ।

ଭାରତରେ ପିଲାଠୁ ବୟସ୍କ ସମସ୍ତେ ଗୁପଚୁପ୍‌ ପାଗଳ।

ଚଟ୍‌ପଟା ଖାଦ୍ୟ ଭାବେ ଗୁପଚୁପ୍‌ ଭାରତରେ ବେଶ୍‌ ଲୋକପ୍ରିୟତା ହାସଲ କରିଛି ।

କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଗୁପଚୁପ୍‌ ଖାଇଲେ ହେଉଛି ସାଂଘାତିକ ରୋଗ ।

ଅଧିକମାତ୍ରାରେ ଗୁପଚୁପ ଖାଇବା ଡାଇରିଆର କାରଣ ।

ଗୁପଚୁପ୍‌ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ଗୁରୁତର ଭାବେ ପ୍ରଭାବିତ ହୋଇଥାଏ

ପେଟରେ ଅଲସର୍ ହେବାର ସମ୍ଭାବନାକୁ ବଢାଇଦିଏ ଗୁପଚୁପ୍‌ ।

ସେହିଭଳି ଗ୍ୟାସ ସମସ୍ୟାର କାରଣ ମଧ୍ୟ ହୋଇପାରେ ଗୁପଚୁପ୍‌ ।

ଏହି ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ।