କେବେ ନିଜ ଟୁଥ୍ ବ୍ରଶ୍‌ ସଫା କରିବା ପାଇଁ ଚିନ୍ତା କରିଛନ୍ତି କି ?

ଲୋକମାନେ ସେମାନଙ୍କ ପ୍ରତିଦିନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି

ଲୋକମାନେ ସେମାନଙ୍କ ପ୍ରତିଦିନ କାର୍ଯ୍ୟରେ ବ୍ୟସ୍ତ ରୁହନ୍ତି

ଆପଣ ଏକ ମଇଳା ଟୁଥ୍ ବ୍ରଶ୍ ବ୍ୟବହାର କରନ୍ତି, ତେବେ ଆପଣଙ୍କର ପାଟି ଓ ସ୍ୱାସ୍ଥ୍ୟ ଖରାପ ହୋଇପାରେ

ଆପଣ ଅନେକ ପ୍ରକାରର ଦାନ୍ତ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି

ବାଥରୁମରେ ଟୁଥ୍ ବ୍ରଶ୍ ରଖିବା ଉଚିତ୍ ନୁହେଁ

ବାଥରୁମ ସବୁ ବେଳେ ଓଦା ରହିଥାଏ; ଏହି କାରଣରୁ ବ୍ରଶ୍‌ରେ ଫଙ୍ଗସ୍ ସୃଷ୍ଟି ହୋଇପାରେ

ନିଜ ବ୍ରଶକୁ ଗରମ ପାଣିରେ ରଖିପାରିବେ ନାହିଁ କିମ୍ବା ସାବୁନରେ ଧୋଇ ପାରିବେ ନାହିଁ

ଆପଣ ଟୁଥ୍ ବ୍ରଶକୁ ଶୁଖିଲା ସ୍ଥାନରେ ୨୪ ଘଣ୍ଟା ରଖନ୍ତୁ...