କାର୍‌ ଓ ବାଇକ୍‌ କିମ୍ବା ସ୍କୁଟରର ଦାମ୍‌ ତ କମ୍ପାନୀ ସ୍ଥିର କରିଥାଏ

ମଡେଲ ଏବଂ ଚାହିଦାକୁ ନେଇ କମ୍ପାନିଗୁଡିକ ଗାଡିର ଦାମ ସ୍ଥିର କରିଥାନ୍ତି

କିନ୍ତୁ ଟ୍ରେନ୍‌ ଦାମ୍‌ କେତେ ଜାଣିଛନ୍ତି କି?

ଭାରତରେ ପ୍ରାୟ ୨୨,୫୦୦ରୁ ଅଧିକ ଟ୍ରେନ୍ ଗଡୁଛି

ଏତେଗୁଡିଏ ଟ୍ରେନ୍ ତିଆରି ପାଇଁ ପ୍ରଚୁର ପରିମାଣର ଟଙ୍କା ଖର୍ଚ୍ଚ ହୋଇଛି

ଆପଣ ଜାଣିଛନ୍ତି କି ଟ୍ରେନ୍ କିଭଳି ତିଆରି ହୁଏ ଏବଂ କେତେ ଟଙ୍କା ଖର୍ଚ୍ଚ ହୁଏ?

ଭାରତରେ ଗୋଟିଏ ଟ୍ରେନ୍‌ ତିଆରି କରିବା ପାଇଁ ୭୫-୮୦ କୋଟି ଟଙ୍କା ଖର୍ଚ୍ଚ ହୁଏ

ସେହିଭଳି ବନ୍ଦେ ଭାରତ ଟ୍ରେନ୍‌ ତିଆରି କରିବା ପାଇଁ ୧୧୦ କୋଟ ଟଙ୍କା ଖର୍ଚ୍ଚ ହୁଏ

ଗୋଟିଏ ଗୋଟିଏ ବଗିରେ ୩-୫ କୋଟି ଟଙ୍କା ଲାଗିଥାଏ

ଟ୍ରେନ୍ ତିଆରିର ସମସ୍ତ ଖର୍ଚ୍ଚ ଭାରତ ସରକାରଙ୍କ ରେଳ ବିଭାଗ ବହନ କରିଥାଏ