ଆଜିକାଲି ଯୁବପିଢ଼ିରେ ମଦ ପିଇବା ଓ ସିଗାରେଟ୍ ଟାଣିବା ଟ୍ରେଣ୍ଡରେ ପରିଣତ ହେଉଛି
ଆଜିକାଲି ଯୁବପିଢ଼ିରେ ମଦ ପିଇବା ଓ ସିଗାରେଟ୍ ଟାଣିବା ଟ୍ରେଣ୍ଡରେ ପରିଣତ ହେଉଛି
ଏହି ଦୁଇଟି ଜିନିଷ ବିନା ଆଜିକାଲିର ପାର୍ଟି ଫିକା ପଡ଼ିଯାଉଛି
ମଦ ଓ ସିଗାରେଟ୍ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ବୋଲି ସମସ୍ତେ ଜାଣିଛନ୍ତି...
ତଥାପି ଏହା ବିନା ଅନେକ ଲୋକ ରହିପାରୁନାହିଁନ୍ତି
ସିଗାରେଟ୍ ଟାଣିବା ସମୟରେ ଯଦି ଆପଣ ମଦ ପିଉଛନ୍ତି ତେବେ ପାଟି, ଗଳା ଓ ସ୍ତନ କର୍କଟ, ଷ୍ଟ୍ରୋକ, ମସ୍ତିଷ୍କ ନଷ୍ଟ ହେବା ଏବଂ ହୃଦଘାତ ହେବାର ଆଶଙ୍କା ବଢ଼ିଥାଏ
More
Stories
ଦୀପାବଳିରେ ଘରେ କେଉଁ ସ୍ଥାନରେ ଜାଳିବେ ଦୀପ ?
୪ ରାଶିଙ୍କ ଉପରେ କୁବେରଙ୍କର ଆଶୀର୍ବାଦ ପ୍ରାପ୍ତ
ମଦ ପିଇବା ଏବଂ ସିଗାରେଟ୍ ଧୂଆଁ ନିଶ୍ବାସରେ ନେବା ଦ୍ୱାରା ଅନେକ ଗମ୍ଭୀର ହୃଦୟ ସମ୍ବନ୍ଧୀୟ ରୋଗ ହେବାର ଆଶଙ୍କା ବଢ଼ିପାରେ
ମଦ୍ୟପାନ କରିବା ଦ୍ୱାରା ଯକୃତ କ୍ଷତି ହୋଇପାରେ ଓ ସିଗାରେଟ୍ ଏହାକୁ ଆହୁରି ଗୁରୁତର କରିପାରେ
ଉଭୟ ମଦ୍ୟପାନ ଏବଂ ଧୂମପାନ ବିଭିନ୍ନ ପ୍ରକାରର କର୍କଟ ରୋଗର କାରଣ ହୋଇପାରେ
ମଦ୍ୟପାନ ଓ ତମାଖୁ ସେବନ ସ୍ୱାସ୍ଥ୍ୟ ପାଇଁ ଆଦୌ ଭଲ ନୁହେଁ