ପ୍ରତିଦିନ ନୂଆ ନୂଆ ମଡେଲରେ ସ୍ମାର୍ଟ ଫୋନ୍‌ ବଜାର ପ୍ରବେଶ କରୁଛି

ନଜର ପକାନ୍ତୁ ୮୦୦୦ ଟଙ୍କାରୁ କମ୍‌ ଦାମରେ ମିଳୁଥିବା ୮ଟି ଜବରଦସ୍ତ ସ୍ମାର୍ଟଫୋନ୍‌

ରିଅଲମି Narzo N53, 50+8MP କ୍ୟାମେରା, ଦାମ୍‌ ୭,୯୯୯ ଟଙ୍କା

ରିଅଲମି C51, 50+5MP କ୍ୟାମେରା, ଦାମ୍‌ ୭,୯୯୯ ଟଙ୍କା

ରେଡମି ୭ ସ୍ମାର୍ଟଫୋନ୍, 14MP କ୍ୟାମେରା, ଦାମ୍ ୭,୯୯୮ ଟଙ୍କା

ପୋକୋ C55 ମୋବାଇଲ, 50+5MP କ୍ୟାମେରା, ଦାମ୍ ୭,୪୯୯ ଟଙ୍କା

ରେଡମି 12C, 50+5MP କ୍ୟାମେରା, ଦାମ୍ ୬,୭୯୯ ଟଙ୍କା

ସାମସଙ୍ଗ ଗାଲାକ୍ସି M04, 13+5MP କ୍ୟାମେରା, ଦାମ୍ ୬,୪୯୯ ଟଙ୍କା

ରେଡମି ୧୧ Prime 5G, 50+8 MP କ୍ୟାମେରା, ୫,୬୯୯ ଟଙ୍କା

ମୋଟୋ E13, 13+5MP କ୍ୟାମେରା, ଦାମ୍‌ ୫,୯୯୯ ଟଙ୍କା