ଏଠାକାର ଝିଅଙ୍କୁ ସେଭିଂ ଓ ବ୍ଲିଚ କରିବାର ନାହିଁ ଅନୁମତି..ଯଦି କରିବେ ତାହାଲେ ଯାହା ପରିଣାମ ହେବ ତାହା ନ କହିବା ଭଲ...

ଦୁନିଆରେ ଗୋଟିଏ ସଂପ୍ରଦାୟ ଏପରି ଅଛନ୍ତି, ଯେଉଁମାନେ ଝିଅମାନଙ୍କୁ କେଶ କାଟିବାକୁ ଅନୁମତି ଦିଅନ୍ତି ନାହିଁ

ସମ୍ପ୍ରଦାୟର ଝିଅମାନେ ସେଭିଂ ଓ ବ୍ଲିଚ କରନ୍ତିନି । ଯଦି କରନ୍ତି ତେବେ କଡ଼ା ଦଣ୍ଡ ମିଳେ ।

ଆମେ ଆମେରିକାର ଅମିଶ ସମ୍ପ୍ରଦାୟ ବାବଦରେ କହୁଛୁ, ଯାହାଙ୍କ ପରମ୍ପରା ବେଶ ଅଜବ

ଅମିଶ ସମ୍ପ୍ରଦାୟର ଲୋକମାନେ ମହିଳାମାନେ ସବୁସମୟରେ ଶରୀର ଉପରେ କପଡ଼ା ଘୋଡ଼ାଇ ରଖନ୍ତି

ସେମାନେ ବିନା ବିଜୁଳିରେ ଜୀବନ ବିତାନ୍ତି ଓ ଗାଧାନ୍ତି ନାହିଁ

ପିନ୍ଧିବା ପାଇଁ କପଡ଼ା ନିଜେ ସିଲେଇ କରନ୍ତି ଓ ଜମି ଉପରେ ଶୁଅନ୍ତି ଓ ପ୍ରତିଦିନ ଚର୍ଚ୍ଚ ଯାଆନ୍ତି

ମହିଳାମାନେ ଢେର ପିଲା ଜନ୍ମ କରନ୍ତି ଓ ପରିବାର ବଢ଼ିଚାଲେ

ପରିବାରରେ ପ୍ରାୟ ୧୦ରୁ କମ ଛୁଆ ଥାଆନ୍ତି

ଅମିଶ ସମ୍ପ୍ରଦାୟର ଲୋକମାନେ ମଦ ପିଅନ୍ତି ନାହିଁ । ପିଲାମାନେ ଖେଳନା ଖେଳନ୍ତି ନାହିଁ

ହନୁମାନଙ୍କ ପ୍ରେମରେ ପଡିଥିଲେ ରାବଣଙ୍କ ଝିଅ!