ଦୁନିଆରେ ବହୁତ ରାଜା ରାଣୀ ଓ ମହାରାଜାଙ୍କ ବାବଦରେ ଶୁଣିଥିବେ

ପ୍ରତି ରାଣୀ, ରାଜା ଓ ମହାରାଜଙ୍କ ଭିନ୍ନ ଭିନ୍ନ କାହାଣୀ ଅଛି

ଏମିତି ଏକ କାହାଣୀ ଏଲିଜାବେଥ ପ୍ରଥମଙ୍କୁ ନେଇ....

Elizabeth ଟ୍ୟୁଡର ହାଉସର ଅନ୍ତିମ ସାମ୍ରାଜ୍ଞୀ ଥିଲେ

ସେହି ସମୟରେ ଏଲିଜାବେଥ (Britain Empire) ଭର୍ଜିନ କ୍ବିନ (Virgin Queen) ପରିଚିତ ଥିଲେ

ଏଲିଜାବେଥ ଟ୍ୟୁଡର ରାଜବଂଶର ପଞ୍ଚମ ରାଣୀ ଥିଲେ

ଏଲିଜାବେଥ ବିବାହ କରିନଥିଲେ

ତାଙ୍କର କୌଣସି ସନ୍ତାନ ମଧ୍ୟ ନଥିଲା

ସେଥିପାଇଁ ତାଙ୍କୁ କୁଆଁରୀ ରାଣୀ ବା ଭର୍ଜିନ କ୍ବିନ ନାମରେ ଜଣା ଯାଏ

ଏଲିଜାବେଥ ସୁନ୍ଦର ଓ ବୁଦ୍ଧିମତୀ ଥିଲେ । (ଏହି ସୂଚନା ସାଧାରଣ ସୂଚନା ଉପରେ ଆଧାରିତ । ନ୍ୟୁଜ ୧୮ ଓଡ଼ିଆ ଏହାକୁ ନିଶ୍ଚିତ କରେ ନାହିଁ)

ମୃତ୍ୟୁ ପରେ ଶକୁନିଙ୍କ ପଶା କୁଆଡେ ଗଲା