କୁଣ୍ଡଳୀରେ କିଭଳି ଲାଗେ ଶନି ଦୋଷ ଜାଣନ୍ତୁ ଏହାର ଲକ୍ଷଣ ଆଉ ଉପାୟ

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କୁଣ୍ଡଳୀରେ ଶନି ବକ୍ରି ଏବଂ ସ୍ଥାନ ପରିବର୍ତ୍ତନ କରିଲେ ଶନି ଦଶା ପଡେ 

ଏହାମଧ୍ୟ କୁହାଯାଏ ଯେବେ କେହି ଜୀବଙ୍କୁ ହତ୍ୟା କରେ ତେବେ ତାଙ୍କ କୁଣ୍ଡଳୀରେ ଶନି ଦୋଷ ଲାଗେ

 କାହାକୁ ସମୟ ପୂର୍ବରୁ ଆଖି ସମସ୍ୟା ହୁଏ ତେବେ ତେବେ ଜାଣି ଯାଆନ୍ତୁ ତାଙ୍କର ଶନି ଦଶା ଆରମ୍ଭ ହୋଇଯାଇଛି

କମ ବୟସରେ ଅଧିକ ଚୁଟି ଝଡିବା ସହ ମୁଣ୍ଡ ବିନ୍ଧା ସମସ୍ୟା ଲାଗି ରୁହେ ତେବେ ଶନି ଦଶା ଆରମ୍ଭ ହୋଇଛି

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶନିବାରରେ ଯଦି ଆପଣ ଶନି ଦେବଙ୍କୁ ସୋରିଷ ତେଲ ଲାଗି କରିବେ ତେବେ ଏହି ସମସ୍ୟା ଦୂର ହେବ

 ଶନିବାରର ଦିନ ଯଦି ଶନି ଦେବଙ୍କୁ ବିରି ଡାଲି ଚଢ଼ାଇବା ଦ୍ବାରା ଏହି ସମସ୍ୟା ଦୂର ହୁଏ

କୁଣ୍ଡଳୀରୁ ଶନି ଦଶା ଦୂର କରିବା ପାଇଁ ଶନିବାର ଶାମି ଗଛକୁ ପୂଜା କରନ୍ତୁ

 ଶାକାହାରୀ ଖାଦ୍ୟ ଖାଆନ୍ତୁ ଓ ମଦ୍ୟପାନରୁ ଦୂରେଇ ରୁହନ୍ତୁ

ଶନିବାର ଦିନ ଚପଲ, ଜୋତା, ବୁଟ କିମ୍ବା କଳା ରାଶି ପରି ସାମଗ୍ରୀ ଦାନ କରନ୍ତୁ

ଦେଶର ଏହି ମନ୍ଦିର ଦର୍ଶନ କରିବା ମାତ୍ରେ ମାଲାମାଲ୍ ହୁଅନ୍ତି ଭକ୍ତ; ଜାଣନ୍ତୁ ଇତିହାସ