କର୍ମମୟ ଜୀବନରେ ପ୍ରତିଦିନ ଧାଁ ଦୌଡ କରିବାକୁ ପଡିଥାଏ

ପ୍ରତ୍ୟେକ ଅଫିସ୍‌ରେ କର୍ମଚାରୀ ନିୟମ ଅନୁଯାୟୀ ଡ୍ୟୁଟି କରିଥାନ୍ତି

ବିଭିନ୍ନ ଅଫିସରେ କାମ କରିବାର ସମୟ ଭିନ୍ନ ରହିଥାଏ

ଏଭଳି ବି କିଛି ଅଫିସ୍ ରହିଛି ଯେଉଁଠି ଯେତେ କାମ କରିଲେ ବି କର୍ତ୍ତୃପକ୍ଷ ଖୁସି ହୁଅନ୍ତିନି

ତେବେ ଦିନକୁ କେତେ ଘଣ୍ଟା କାମ କରିବା ଉଚିତ?

ବର୍ତ୍ତମାନ ବିଶ୍ବର ଅଧିକାଂଶ କମ୍ପାନର କାର୍ଯ୍ୟ ସମୟ ୯ ଘଣ୍ଟା ରଖିଛନ୍ତି

ପ୍ରତିଦିନ ୮ ଘଣ୍ଟା କାମ କରିବା ଉଚିତ ଓ ୮ ଘଣ୍ଟା ଶୋଇବା ଉଚିତ

୧୨-୧୪ ଘଣ୍ଟା କାମ କଲେ ସ୍ବାସ୍ଥ୍ୟ ଖରାପ ହେବାର ସମ୍ଭାବନା ରହିଥାଏ

ପରିବାର ପାଇଁ କିଛି ସମୟ ଦେଲେ ପାରିବାରିକ ଜୀବନ ସୁଖମୁୟ ହୋଇଥାଏ

ବିଶେଷଜ୍ଞଙ୍କ ମତରେ ଦିନକୁ ୮ ଘଣ୍ଟା କାମ କରିବା ଭଲ