ରାଶି କହିବ ଆପଣ କେଉଁ ଗୁରୁତର ରୋଗରେ ହେବେ ପୀଡି଼ତ, ଜାଣନ୍ତୁ କେମିତି...

ଏହି ରାଶିରେ ଜନ୍ମ ହୋଇଥିବା ବ୍ୟକ୍ତିଙ୍କର ଡାଇବେଟିସ ହେବା ଥୟ

ଜ୍ୟୋତିଷ ଅନୁସାରେ ବିଭିନ୍ନ ରାଶିର ଲୋକଙ୍କର ରୋଗ ପ୍ରବୃତ୍ତି ଅଲଗା ଅଲଗା । ଏପରି କିଛି ରାଶିର ଲୋକଙ୍କୁ ହାଇ ବ୍ଲଡ଼ ସୁଗାର ହେବାର ଆଶଙ୍କା ଅଧିକ ଥାଏ

ମେଷ-ଏହି ରାଶିର ଲୋକଙ୍କ ଭିତରେ ଅଧିକ ଉର୍ଜା ଭରି ରହିଥାଏ । ସେମାନେ ନିଜ ଜୀବନ ନିଜ ହିସାବରେ ବଞ୍ଚିବା ପାଇଁ ପସନ୍ଦ କରନ୍ତି । ରାତି ପର୍ଯ୍ୟନ୍ତ ପାର୍ଟି କରିବା, ମସ୍ତି ମଜାକ କରିବାକୁ ଏମାନେ ପସନ୍ଦ କରନ୍ତି । ଏହି କାରଣ ପାଇଁ ସେମାନ ଅନ୍ୟମାନଙ୍କ ବିରୋଧ ମଧ୍ୟ ହୋଇଯାଆନ୍ତି । ଏଥିପାଇଁ ସେମାନେ ହାଇ ସୁଗାରରେ ଶିକାର ହୁଅନ୍ତି । ସନ୍ତୁଳିତ ଆହାର. ଅଧିକ ଶସ୍ୟ. ଫଳ ଖାଇବା ଦ୍ବାରା ରୋଗରୁ ମୁକ୍ତି ପାଇପାରିବେ

ବୃଷ-ଏହି ରାଶିର ଲୋକମାନେ ବହୁତ ପରିଶ୍ରମ କରନ୍ତି । ଏଥିପାଇଁ ସେମାନେ ଅଧିକ ଖାଦ୍ୟ ମଧ୍ୟ ଖାଆନ୍ତି । ସେମାନେ ତେଲ-ଲୁଣ-ମସଲା ଜାତୀୟ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି । ଯେଉଁ କାରଣରୁ ସେମାନେ ମଧୁମେହରେ ପୀଡ଼ିତ ହୁଅନ୍ତି

ସିଂହ-ସିଂହ ରାଶିର ଲୋକମାନେ ଯେତିକି ମହତ୍ବକାଂକ୍ଷୀ ହୋଇଥାନ୍ତି ସେତିକି ଭାବୁକ ମଧ୍ୟ ହୋଇଥାନ୍ତି । ଏହା କାରଣରୁ ସେମାନେ ନିଜ ଉପରେ ଏକ ପ୍ରକାର ଚାପ ବନାଇ ରଖିଥାନ୍ତି । ଏତେ ପ୍ରେସର ଯୋଗୁଁ ମଧୁମେହ ରୋଗ ହେବାର ଆଶଙ୍କା ବଢ଼ିଯାଏ । ପ୍ରଥମରୁ ସାବଧାନ ରୁହନ୍ତୁ ଓ ଚିନ୍ତିତ ହୁଅନ୍ତୁ ନାହିଁ

ତୁଳା-ତୁଳା ରାଶିର ଲୋକମାନେ ସବୁ ଜିନିଷରେ ବାଲାନ୍ସ ରଖିବାକୁ ଚେଷ୍ଟା କରନ୍ତି । ସବୁ କଥା ମୁଣ୍ଡ ପୁରାନ୍ତି ।  ସେମାନେ ବାଛି ବାଛି ଖାଦ୍ୟ ଖାଆନ୍ତି । ଏଥିପାଇଁ ସେମାନଙ୍କୁ ଡାଇବେଟିସ ହେବାର ଚାନ୍ସ ଅଧିକ 

ମକର-ମକର ରାଶିର ଲୋକମାନେ ପରିଶ୍ରମୀ ଓ ଅନୁଶାସିତ ହୋଇଥାନ୍ତି । କିନ୍ତୁ ସେ ନିଜ ସ୍ବାସ୍ଥ୍ୟକୁ ନେଇ ଉଦାସ ରୁହନ୍ତି । ଏଥିପାଇଁ ସେମାନଙ୍କ ବ୍ଲଡ ସୁଗାର ସ୍ତର ବଢିଯାଏ

ନିଜ ବଢି଼ଲା ପୁଅକୁ ନଗ୍ନ ଦେଖିବାକୁ ଚାହୁଁଥିଲେ ଏହି ରାଣୀ