ହିନ୍ଦୁ ପାଞ୍ଜୀ ଅନୁସାରେ, ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ପକ୍ଷ ଏକାଦଶୀ ତିଥି ଦିନ ତୁଳସୀ ବିବାହ କରାଯାଏ

ଏହି ତିଥିରେ ଭଗବାନ ବିଷ୍ଣୁଙ୍କ ଅବତାର ଶାଳଗ୍ରାମ ଓ ତୁଳସୀର ବିବାହ କରାଯାଏ

ଏହି ବର୍ଷ ନଭେମ୍ବରରେ ତୁଳସୀ ବିବାହ କରାଯିବ

ତୁଳସୀ ଓ ଶାଳଗ୍ରାମର ବିବାହ କରାଗଲେ, ସବୁ ସମସ୍ୟାରୁ ମୁକ୍ତି ମିଳିଥାଏ

ପତ୍ନୀ-ପତିଙ୍କ ଭିତରେ କିଛି ପ୍ରୋବ୍ଲେମ ଥିଲେ ତୁଳସୀ ବିବାହ କଲେ ମିଳେ ସଫଳ

ସେଥିପାଇଁ ତୁଳସୀ ବିବାହ କରାନ୍ତୁ

ତୁଳସୀଙ୍କୁ ଲାଲ ଓଢ଼ଣୀ, ସିନ୍ଦୁର, ଟିକିଲି, ଚୁଡ଼ି. ଲାଲ ବସ୍ତ୍ର, ଅଳତା ଓ ଅନ୍ୟ ସୁହାଗ ସାମଗ୍ରୀ ପ୍ରଦାନ କରାଯାଏ

ତୁଳସୀ-ଶାଳଗ୍ରାମ ପୂଜା ପରେ ଏହି ଜିନିଷଗୁଡିକୁ ଜଣେ ସୁହାଗିନୀଙ୍କୁ ଦାନ କରାଯାଏ

ତୁଳସୀ ବିବାହ କଲେ ବୈବାହିକ ଜୀବନରେ ସମସ୍ୟା ଦୂର ହୋଇଥାଏ

ମା ସୀତା ଭାରତର  ଝିଅ ନା  ନେପାଳର...