ଆମର ଦୈନନ୍ଦିନ ଜୀବନରେ ଅଦା ହେଉଛି ବେଶ୍‌ ଗୁରୁତ୍ବପୂର୍ଣ୍ଣ

ବିଭିନ୍ନ ଆଇଟମ୍‌ରେ ଅଦା ନିହାତି ଆବଶ୍ୟକ

କିନ୍ତୁ ଅଦା ଖାଇବା ଦ୍ବାରା ସ୍ବାସ୍ଥ୍ୟ ପ୍ରତି ଅନେକ ବିପଦ ବି ରହିଛି

ଅଧିକ ଅଦା ଖାଇଲେ ପେଟରେ ପୋଡାଜଳା ହୋଇଥାଏ

ବ୍ଲଡ୍‌ କ୍ଲଟିଂକୁ ପ୍ରଭାବିତ କରିଥାଏ ଅଦା

ବ୍ଲଡ୍‌ ସୁଗାର ଲେବଲ ବି କମ୍‌ କରିଥାଏ ଅଦା

ମୁହଁରେ ଜଳାପଡା ହେବାର ସମ୍ଭାବନା ରହିଛି

ଅଧିକ ଅଦା ଖାଇଲେ ଅନ୍ୟ ପେଟ ରୋଗ ବି ହୁଏ

ଅଦାର ଅନେକ ଉପକାରିତା ବି ରହିଛି

ଉପରୋକ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ