ମହାନ୍ କ୍ରିକେଟରଙ୍କ ଯାତ୍ରା ଶେଷ ! ତାଲିକାରେ ଅଛନ୍ତି ଏହି ଯୁବ କ୍ରିକେଟରଙ୍କ ନାମ...

ଭାରତୀୟ କ୍ରିକେଟ୍ ଦଳର ଆଇସିସି ବିଶ୍ୱକପ ଟାଇଟଲ ଜିତିବାର ସ୍ୱପ୍ନ ଅଧୁରା ରହିଯାଇଛି...

କିମ୍ବଦନ୍ତୀ ଖେଳାଳିଙ୍କ ପାଇଁ ଏହା ଶେଷ ବିଶ୍ୱକପ୍ ବୋଲି ବିବେଚନା କରାଯାଉଛି...

ରୋହିତ ଶର୍ମା, ବିରାଟ କୋହଲି, ରବିନ୍ଦ୍ର ଜାଡେଜା, ମହମ୍ମଦ ଶାମି, ରବିଚନ୍ଦ୍ରନ ଅଶ୍ବନୀ ଓ ସୂର୍ଯ୍ୟକୁମାର ଯାଦବ ୨୦୨୭ ବିଶ୍ୱକପ ଖେଳି ପାରିବେ ନାହିଁ

ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମାଙ୍କୁ ୩୬ ବର୍ଷ ବୟସ ହୋଇଛି ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ 

ଏହି ମାସରେ ବିରାଟ କୋହଲିଙ୍କୁ ୩୫ ବର୍ଷ ବୟସ ହୋଇଛି ତେବେ ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ 

ମହମ୍ମଦ ଶାମି ୩୩ ବର୍ଷ ହୋଇଛି ତେବେ ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ 

ସୂର୍ଯ୍ୟକୁମାର ଯାଦବଙ୍କୁ ୩୩ ବର୍ଷ ହୋଇଛି ତେବେ ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ 

ରବିନ୍ଦ୍ର ଜାଡେଜା ୩୪ ବର୍ଷ ହୋଇଛି ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ 

ଅଶ୍ବନୀଙ୍କର ବର୍ତ୍ତମାନ ବୟସ ୩୭ ବର୍ଷ ଆଗାମୀ ବିଶ୍ବକପ୍‌ ଖେଳିବା ତାଙ୍କ ପକ୍ଷେ ସମ୍ଭବ ନୁହେଁ