ଦୁନିଆର ସବୁଠୁ ପବିତ୍ର ବନ୍ଧନ ହେଉଛି ବିବାହ

ପରମ୍ପରାର ପ୍ରତୀକ ହେଉଛି ବିବାହ ବନ୍ଧନ

ସମସ୍ତେ ଜୀବନରେ ଥରୁଟିଏ ଏହି ବନ୍ଧନରେ ବାନ୍ଧିହୁଅନ୍ତି

ଆଉ ସମସ୍ତେ ଚାହାନ୍ତି ତାଙ୍କ ଜୀବନସାଥୀ ସର୍ବଗୁଣ ସମ୍ପନ୍ନା ହୁଅନ୍ତୁ

ବିବାହ ପୂର୍ବରୁ ହେବାକୁ ଯାଉଥିବା ସାଥୀଙ୍କ ବିଷୟରେ ୫ କଥା ନିଶ୍ଚୟ ଜାଣନ୍ତୁ

ତରବରିଆ ଭାବେ ଜୀବନସାଥୀ ବାଛନ୍ତୁ ନାହିଁ

ବିବାହ ପୂର୍ବରୁ କିଛି ଦିନ ଭଲ ଭାବେ ମିଶନ୍ତୁ

ନିଜ ସହ ଖାପ୍‌ ଖାଉଥିବା ସାଥୀ ଖୋଜନ୍ତୁ

ଆପଣଙ୍କୁ ସପୋର୍ଟ କରୁଥିବା ଓ ବୁଝିପାରୁଥିବା ସାଥୀଙ୍କୁ ବାଛନ୍ତୁ

ଆପଣଙ୍କୁ ସମ୍ମାନ କରୁଥିବା ସାଥୀ ଜୀବନଯାକ ସାଙ୍ଗରେ ରହିବେ