ସୂର୍ଯ୍ୟୋଦୟ ଏବଂ ସୂର୍ଯ୍ୟାସ୍ତ ଏକ ନିରନ୍ତର ପ୍ରକ୍ରିୟା

ମଣିଷ ଜୀବନରରେ ଶୁଭ ଓ ଅଶୁଭ ସ୍ଥିତି ବି ଏଥିରେ ଜଡିତ

ସୂର୍ଯ୍ୟାସ୍ତ ପରେ ଏମିତି କିଛି ଜିନିଷ ଅଛି ଯାହା ଦେଖିବା ଅଶୁଭ

ସୂର୍ଯ୍ୟାସ୍ତ ପରେ କେଉଁ ଜିନିଷ ଦେଖିବା ଶୁଭ?

ଏହି ସବୁ ଜିନିଷ ମା' ଲକ୍ଷ୍ମୀଙ୍କ ଅପାର କୃପା ମିଳିଥାଏ

ଶାସ୍ତ୍ର ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ଚଢେଇ ବସା ଦେଖିଲେ ଶୁଭ

ଏହାର ଅର୍ଥ ମା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ଅଛନ୍ତି

ସୂର୍ଯ୍ୟାସ୍ତ ପରେ ଝିଟିପିଟି ଦେଖିଲେ ଅତ୍ୟନ୍ତ ଶୁଭ

ସୂର୍ଯ୍ୟାସ୍ତ ପରେ ଧଳା ପେଚା ଦେଖିବା ବେଶ୍‌ ଶୁଭ

ଉପରୋକ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ