ମୃତ୍ୟୁ ପୂର୍ବରୁ କଣ ଥିଲା କୁନ୍ତି ପୂତ୍ର କର୍ଣ୍ଣଙ୍କ ଶେଷ ଇଚ୍ଛା, ଚକିତ କରିଦେବ କାରଣ

ମହାଭାରତ କାହାଣୀରୁ ଆମକୁ ଅନେକ ଶିକ୍ଷା ମିଳିଥାଏ

ମହାଭାରତରେ ଅନେକ ଘଟଣା ଘଟିଛି, ଯାହା ଆଜିବି ଚର୍ଚ୍ଚା ହୁଏ

ମହାଭାରତରେ କେତେକ ଯୋଦ୍ଧା ମୃତ୍ୟୁ ପୂର୍ବରୁ ଶେଷ ଇଚ୍ଛା ମାଗିଥିଲେ, ଯାହା କେବଳ କୃଷ୍ଣ ହିଁ ପୂରା କରିପାରିବେ

ଏଥିରୁ ଗୋଟିଏ କାହାଣୀ କୁନ୍ତି ପୁତ୍ର କର୍ଣ୍ଣଙ୍କର ବାବଦରେ ଅଛି । କର୍ଣ୍ଣ କୁନ୍ତି ଓ ସୂର୍ଯ୍ୟଙ୍କର ପୁତ୍ର ଥିଲେ

କର୍ଣ୍ଣ ନିଜ ମୃତ୍ୟୁ ପୂର୍ବରୁ ଶ୍ରୀକୃଷ୍ଣଙ୍କୁ ନିଜ ଶେଷ ଇଚ୍ଛା ମାଗିଥିଲେ କି ସେ ପର ଜନ୍ମରେ ଶ୍ରୀକୃଷ୍ଣଙ୍କ ରାଜ୍ୟରେ ଜନ୍ମ ନିଅନ୍ତୁ

ଏହି ଇଚ୍ଛାକୁ ସ୍ବୀକାର କରି କୃଷ୍ଣ କର୍ଣ୍ଣଙ୍କର ଅନ୍ତିମ ସଂସ୍କାର କରିଥିଲେ ଯେଉଁଠି କେବେ କିଛି ପାପ କର୍ମ ହୋଇନାହିଁ

ଭଗବାନ କୃଷ୍ଣ ଏଭଳି ଭାବେ ସବୁ ଯୋଦ୍ଧାଙ୍କ ଅନ୍ତିମ ଇଚ୍ଛା ପୂରା କରିଥିଲେ

କୁହାଯାଏ ଯେ କର୍ଣ୍ଣଙ୍କ ଅନ୍ତିମ ସଂସ୍କାର ଉତ୍ତରାଖଣ୍ଡର କର୍ଣ୍ଣପ୍ରୟାଗ ଜିଲ୍ଲାରେ ହୋଇଥିଲା

ଦୀପ ଜଳାଇବା ସମୟରେ କରନ୍ତୁନି ଏହି ଭୁଲ!