ରାତିରେ ଶୋଇବା ପୂର୍ବରୁ କରନ୍ତୁ ଏହି କାମ, ହୋଇଯାଆନ୍ତୁ ସାବଧାନ

ରାତିରେ ହେଭି ଡିନର କରନ୍ତୁ ନାହିଁ ଶୋଇବା ପୂର୍ବରୁ ୨-୩ଘଣ୍ଟା ପୂର୍ବରୁ ଡିନର କରିନିଅନ୍ତୁ

ଶୋଇବା ପୂର୍ବରୁ କଫି-ଚା ପିଅନ୍ତୁ ନାହିଁ ଶୋଇବା ଆଗରୁ କଫି କି ଚା ପିଇଲେ ନିଦ ହୁଏ ନାହିଁ

ଫୋନ ଚଳାନ୍ତୁ ନାହିଁ ଯଦି ଆପଣ ଫୋନ ଚଳାନ୍ତି ତେବେ ଆକି ଖରାପ ହେବ । ନିଦ ହେବ ନାହିଁ

ଫୋନ ସାଇଲେଣ୍ଟ କରନ୍ତୁ ମୋବାଇଲ ଶବ୍ଦରେ ନିଦ ଭାଙ୍ଗିଯିବ । ତେଣୁ ଫୋନ ସାଇଲେଣ୍ଟ କରନ୍ତୁ

ଅଧିକ ୱାର୍କଆଉଟ କରନ୍ତୁନି ଅଧିକ ୱାର୍କଆଉଟ କରନ୍ତୁନି । ଶରୀରକୁ ଆରାମ ଦିଅନ୍ତୁ

ବେଡ଼ରୁମକୁ ସଫା ରଖନ୍ତୁ ବେଡ଼ରୁମକୁ ସଫା ରଖନ୍ତୁ ଓ ବେଡସିଟ ଚେଞ୍ଜ କରନ୍ତୁ

ଶୋଇବା ପୂର୍ବରୁ ପାଣି ପିଅନ୍ତୁନି ଯଦି ଅଧିକ ପାଣି ପିଇବେ ତେବେ ବାରମ୍ବାରା ପରିସ୍ରା ଯିବାକୁ ହେବ । ଯାହାଦ୍ବାରା ନିଦ ଭାଙ୍ଗିବ

ସ୍ଲିପିଂ ପ୍ୟାଟେନ ଠିକ ରଖନ୍ତୁ ସ୍ଲିପିଂ ପ୍ୟାଟେନ ଠିକ ରଖିଲେ, ନିଦ ଭଲ ହେବ

ଟେନସନ ନିଅନ୍ତୁନି ଶୋଇବା ପୂର୍ବରୁ ଚିନ୍ତା କରନ୍ତୁନି । ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ

କର୍ଣ୍ଣଙ୍କ ଶେଷ ଇଚ୍ଛା କଣ ଥିଲା