ଦୁନିଆର ସବୁଠୁ ହଟ୍ ଦାଦି, ତାଙ୍କ ସହ ଫଟୋ ଉଠାଇବା ପାଇଁ ଲୋକଙ୍କ ଭିତରେ ମାରପିଟ୍!

୭୦ ବର୍ଷରେ ବି ଝିଅଙ୍କ ଭଳି ଫିଟ ଓ ୟଙ୍ଗ ଅଛନ୍ତି ଦାଦି

କ୍ରପ ଟପ୍ ଓ ମିନି ସ୍କଟ ଭଳି ପୋଷାକରେ ଦାଦିଙ୍କୁ ଦେଖିଲେ କେହି ତାଙ୍କ ବୟସ ଜାଣିପାରିବେନି

ଆମେରିକାରେ ରହୁଥିବା ଜୁଲି ଫୋର୍ଡଙ୍କ ଏନର୍ଜି ଶୁଣିଲେ ହେବେ ଚକିତ

ଜୁଲି ପାର୍ଟ ଟାଇମ ଫିଜିକାଲ ଏଜୁକେସନ ଟିଚର ଅଛନ୍ତି

ବୃଦ୍ଧମାନଙ୍କ ପାଇଁ ଖାସ ଏକ୍ସରସାଇଜ କ୍ଲାସ ଚଲାଉଛନ୍ତି

ଜୁଲି ଇନଷ୍ଟେପ ନାମରେ ଏକ ଅଲଗା ବ୍ୟାୟାମ ଉପକରଣ ତିଆରି କରିଛନ୍ତି

ରବରର ଏହି ବ୍ୟାଣ୍ଡରୁ ଘର-ବାହାର ସବୁଆଡ଼େ ବ୍ୟବହାର କରିପାରିବେ

୬୩ ବର୍ଷରେ ଜୁଲି ବ୍ରେଷ୍ଟ କ୍ୟାନସରରେ ପୀଡ଼ିତ ହୋଇଥିଲେ

ବୁଲିବା, ଦୌଡ଼ିବା ଓ ବ୍ୟାୟାମ କରିବା ଜୁଲିଙ୍କର ପସନ୍ଦ

ଜୁଲି ସାଇକିଲିଂ, ସ୍କିପିଂ ଓ ହକି, ନେଟବଲ ଭଳି ଖେଳକୁ ଉପଭୋଗ କରନ୍ତି

ଅନ୍ଧାରରେ ବି ମଣିଷକୁ ଦେଖିପାରେ ମଶା!