Ajab Gjab Island: ବିଶ୍ବର ଅଜବ ଗଜବ ଆଇଲ୍ୟାଣ୍ଡ। ଯେଉଁଠାରେ ମଣିଷ ନୁହେଁ ଖାଲି ବାସ କରନ୍ତି ଭୂତ ପ୍ରେତ। ପାଦ ରଖିବାକୁ ଡରନ୍ତି ଲୋକ। ଆସନ୍ତୁ ଜାଣିବା ଏହି ରହସ୍ୟମୟ ଆଇଲ୍ୟାଣ୍ଡର ଇତିହାସ...

ଆମ ବିଶ୍ବରେ ଅନେକ ରହସ୍ୟମୟ ସ୍ଥାନ ଅଛି। ଯେଉଁ ଗୁଡ଼ିକକୁ ହଣ୍ଟେଡ୍ ସ୍ଥାନର ଆଖ୍ୟା ଦିଆଯାଇଛି।

ଆଉ ଏମିତି ଏକ ଆଇଲ୍ୟାଣ୍ଡ ଅଛି, ଯେଉଁଠାରେ ମଣିଷ ନୁହେଁ କେବଳ ଭୂତମାନେ ବାସ କରନ୍ତି ବୋଲି ଦାବି କରାଯାଉଛି।

ଏହି ଭୟାନକ ଆଇଲ୍ୟାଣ୍ଡ ଜାପାନରେ ଅବସ୍ଥିତ। ଯାହାର ନାମ ହେଲା ହାସିମା ଆଇଲ୍ୟାଣ୍ଡ। ଏଠାରେ ପାଦ ଦେବାକୁ ବି ଡରନ୍ତି ଲୋକ।

 ନାଗାସାକି ସହରଠାରୁ ପ୍ରାୟ ୧୫ କିଲୋମିଟର ଦୂରରେ ଏହି ଛୋଟିଆ  ନିଛାଟିଆ ଆଇଲ୍ୟାଣ୍ଡ ଅବସ୍ଥିତ।

କୁହାଯାଏ ୧୩୦୦ ନିର୍ଯାତିତ ବ୍ୟକ୍ତିଙ୍କ ମୃତଦେହ ଏଠାରେ ପୋତା ଯାଇଥିଲା।

ଦାବି କରାଯାଇଛି ଯେ ଏହି ସମସ୍ତ ଲୋକଙ୍କ ଆତ୍ମା ଏହି ଆଇଲ୍ୟାଣ୍ଡରେ ଏବେ ବି ବୁଲାବୁଲି କରନ୍ତି।

ଦାବି କରାଯାଇଛି ଯେ ଏହି ସମସ୍ତ ଲୋକଙ୍କ ଆତ୍ମା ଏହି ଆଇଲ୍ୟାଣ୍ଡରେ ଏବେ ବି ବୁଲାବୁଲି କରନ୍ତି।

୪୦ ବର୍ଷ ଧରି ବନ୍ଦ ହୋଇଯାଇଖିବା ଏହି ନିଛାଟିଆ ଆଇଲ୍ୟାଣ୍ଡ ପରିଦର୍ଶନ କରିବା ବିପଜ୍ଜନକ ବୋଲି କୁହାଯାଉଛି।

ଏହାର କାରଣ ହେଲା ୯୫ ପ୍ରତିଶତ ଅଂଶରେ ବର୍ତ୍ତମାନ ଲୋକଙ୍କ ପ୍ରବେଶ ନିଷେଧ।

୧୬ ଏକରରେ ବିସ୍ତାର ହୋଇଥିବା ଏହି ଆଇଲ୍ୟାଣ୍ଡ ଗୁଙ୍କାନଜିମା ନାମରେ ମଧ୍ୟ ବେଶ୍ ଜଣାଶୁଣା।

ଏମିତି ମନ୍ଦିର, ଗାଧୋଇଲେ ଧୋଇ ହୋଇଯିବ ଭକ୍ତଙ୍କ ସବୁ ପାପ