ଆରମ୍ଭ ହୋଇଗଲାଣି ଶୀତ ଦିନ

ଋତୁ ପରିବର୍ତ୍ତନ ସହ ସ୍ବାସ୍ଥ୍ୟରେ ମଧ୍ୟ ପରିବର୍ତ୍ତନ ଦେଖାଦେଉଛି

ଶୀତ ଦିନରେ ହୃଦଘାତର ଆଶଙ୍କା ମଧ୍ୟ ବଢିଯାଇଥାଏ

ତେଣୁ ଶୀତ ଦିନେ ସ୍ବାସ୍ଥ୍ୟର ଯତ୍ନ ନେବା ନିହାତି ଜରୁରୀ

ତେଣୁ ହୃଦଘାତରୁ ରକ୍ଷା ପାଇବା ପାଇଁ କିଛି ଘରୋଇ ଉପାୟ ରହିଛି

ଶୀତ ଦିନେ ଶାରୀରିକ ବ୍ୟାୟାମ କରିବା ଜରୁରୀ

ସ୍ବାସ୍ଥ୍ୟକର ଖାଦ୍ୟ ଖାଇବା ଉଚିତ

ଯଥାସମ୍ଭବ ଚାପମୁକ୍ତ ରହିବାକୁ ଚେଷ୍ଟା କରନ୍ତୁ

କିଛିଦିନ ବ୍ୟବଧାନରେ ସ୍ବାସ୍ଥ୍ୟ ପରୀକ୍ଷା କରାନ୍ତୁ

ଉପରୋକ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ