କ୍ୟାନସର କାରଣରୁ କାଟିବାକୁ ପଡ଼ିଲା ନାକ, ଲୋକଙ୍କୁ କହିଲେ, କେମିତି ଆସୁଛି ଛିଙ୍କ

ଟିନା ଅର୍ଲସ ନାମ୍ନୀ ଜଣେ ମହିଳାଙ୍କର ନାକ ନାହିଁ

ନାଜାଲ କ୍ୟାନସର ଅତି ବିରଳ  ଓ ଏଥିପାଇଁ ତାଙ୍କୁ ନିଜର ନାକ କାଟିବାକୁ ପଡିଥିଲା

ନାକ ନ କାଟିଥିଲେ ଟିନାଙ୍କ ଆଖି, ମସ୍ତିଷ୍କ ଓ ମୁହଁ ଉପରେ ପ୍ରଭାବ ପଡିଥାନ୍ତ

କେମୋ ଜାଗାରେ ଟିନା ନିଜ ନାକ କାଟିବାକୁ ମନସ୍ଥ କଲେ

ବିନା ନାକରେ ଏବେ କିପରି ଜୀବନ ଜିଉଁଛନ୍ତି କହିଛନ୍ତି

ଟିନାଙ୍କ ମୁତାବିକ, ନାକ ନଥିଲେ ବି ତାଙ୍କୁ ବାସନା ହୁଏ

ଟିନା ସ୍ବିମିଂ ବି କରିପାରନ୍ତି ଓ ସବୁ କାମ ଆରାମରେ କରିପାରନ୍ତି

କେବଳ ଦିନରେ କିଛି ସମୟରେ ଆଙ୍ଗୁଳି ସାହାଯ୍ୟରେ ନାକକୁ ସଫା କରିବାକୁ ପଡ଼େ

କିନ୍ତୁ ରାନ୍ଧିବା ସମୟରେ ଟିନାଙ୍କୁ ମସଲାଠୁ ଦୂରରେ ରହିବାକୁ ପଡେ, କାରଣ ଛିଙ୍କ ଆସିଲେ ତାଙ୍କୁ କଷ୍ଟ ହୁଏ

କାହିଁଖି ଗଙ୍ଗାକୁ ଡେଇଁ ପଡିଥିଲେ ସବୁ ବିଧବା