ହିନ୍ଦୁ ଧର୍ମରେ ପୂଜାପାଠ ଏକ ନିତିଦିନିଆ ପ୍ରଥା

ପୂଜା ସମୟରେ ଧୂପ, ଦୀପ ଜାଳିବା ଏକ ପ୍ରକ୍ରିୟା

ତେବେ ପୂଜା ବେଳେ ଧୂପ ଜାଳିବା ଶୁଭ ନା ଅଶୁଭ?

ଧୂପକାଠି ମୁଖ୍ୟତଃ ବାଉଁଶରୁ ତିଆରି କରାଯାଇଥାଏ

ତେଣୁ ବାଉଁଶ ଜଳାଇଲେ ବଂଶ ନାଶ ହୁଏ ବୋଲି ଶାସ୍ତ୍ର କହୁଛି

ବାଉଁଶ ଜଳାଇଲେ ପିତୃ ଦୋଷ ଲାଗିଥାଏ ବୋଲି କୁହାଯାଏ

ତେଣୁ ପୂଜା ସମୟରେ କାଠି ନଥିବା ଧୂପ ବ୍ୟବହାର କରିବା ଉଚିତ

ଧୂପ ଜଳାଇବା ଫଳରେ ଗ୍ରହ ଶାନ୍ତ ହୋଇଥାଏ

ପୂଜା ସମୟରେ ଧୂପ ଜାଳିଲେ ଶୁଖ, ଶାନ୍ତି ଓ ସମୃଦ୍ଧି ଆସିଥାଏ

ଉପରୋକ୍ତ ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ