କଥା କଥାରେ ରାଗିଯିବା ଅନେକ ଲୋକଙ୍କ ଅଭ୍ୟାସ

ସାମାନ୍ୟ କଥାକୁ ନେଇ ହଠାତ୍ ରାଗିଯିବା ଏବେ ବ୍ୟାଧି ପାଲଟିଗଲାଣି

ଯୁବପିଢିଙ୍କ କ୍ଷେତ୍ରରେ ଏଭଳି ସମସ୍ୟା ବଢିବାରେ ଲାଗିଛି

ତେବେ ରାଗ ଉପରେ କିଭଳି କାବୁ ପାଇବେ?

ରାଗ ଲାଗିଲେ ଚୁପ୍‌ ରହିବା ଉଚିତ୍‌

କ୍ରୋଧ ବେଳେ କାହାକୁ କିଛି କହିବା ଆଗରୁ ଭାବନ୍ତୁ

ଅଧିକ ରାଗ ଲାଗିଲା ସେ ସ୍ଥାନରୁ ଉଠି ଅନ୍ୟତ୍ର ପଳାନ୍ତୁ

ଭଲ ତଥା ଲୋକପ୍ରିୟ ଗୀତ ଶୁଣନ୍ତୁ

୧୦୦ରୁ ଓଲଟା ଗଣତି କରନ୍ତୁ, ହାଲ୍‌କା ଲାଗିବ

ଉପରୋକ୍ତ ସୂଚନା ସାଧାରଣ ତଥ୍ୟ ଉପରେ ଆଧାରିତ