ସିଡି଼ ତଳେ ରଖନ୍ତୁନି ଏହି ଜିନିଷ ଆସିବ ବର୍ବାଦ

ଏହି କାରଣରୁ ଅନେକ ସମସ୍ୟା ସୃଷ୍ଟି ହୁଏ

ଘର ସିଡ଼ି ନୈରୁତ କୋଣରେ ହେବା ଉଚିତ

ଘରେ ତିଆରି ଚଉଡ଼ା ସିଡି଼ ମଧ୍ୟ ଶୁଭ ହୋଇଥାଏ

ଦକ୍ଷିଣ ଦିଗ, ପୂର୍ବରୁ ପଶ୍ଚିମ ଦିଗ ଆଡକୁ ସିଡିରେ ଉତ୍ତମ ମନାଯାଏ

ସିଡ଼ି ତଳେ କିଚେନ ଘର ଓ ଠାକୁର ଘର ରଖନ୍ତୁନି

ଭୁଲରେ ସିଡ଼ି ତଳେ ପୂଜା ଘର ତିଆରି କରନ୍ତୁନି

ଷ୍ଟୋର ଘର ତିଆରି କଲେ ଏହାକୁ ସଫା ରଖନ୍ତୁ

ସିଡ଼ି ତଳେ ଜୋତା ଚପଲ ଥାକ ରଖନ୍ତୁନି

କଦଳୀ ସହ ଖାଆନ୍ତୁନି ଏହି ଜିନିଷ, ଚାଲିଯିବ ଜୀବନ