ମନ୍ଦିରରେ ପ୍ରବେଶ କରିବା ପୂର୍ବରୁ ପାହାଚରୁ ଜୁହାର ହେବା ନିୟମ କେଉଁ କାଳରୁ ରହିଆସିଛି

ଈଶ୍ୱରଙ୍କ ପାଖକୁ ଯିବା ପାଇଁ ଆମେ ଶିଡି଼ର ସାହାଯ୍ୟ ନେଇଥାଉ

ପାହାଚର ଆଭାର ପ୍ରକଟ କରି ଆମେ ପ୍ରଣାମ କରିଥାଉ

ମଣିଷ ମନ୍ଦିର ଶିଡ଼ିକୁ ସ୍ପର୍ଶ କରିବା ଦ୍ୱାରା ତାର ଅହଙ୍କାରର ବିନାଶ ହୋଇଥାଏ

ତେଣୁ ଆମେ ମନ୍ଦିର ଶିଡ଼ି ନିକଟରେ କୃତଜ୍ଞତା ଜଣାଇ ଭିତରକୁ ଯାଇଥାଉ

ଶିଡ଼ିକୁ ପ୍ରଣାମ କରିବା ଦ୍ୱାରା ଆମ ମଧ୍ୟରେ ଆତ୍ମ ସମର୍ପଣ ଭାବ ଦେଖାଯାଇଥାଏ

ଏପରି କରିବା ଦ୍ୱାରା ଆମେ ଆମେ ନିଜର ଆତ୍ମା ଓ ଶରୀରକୁ ଇଶ୍ୱରଙ୍କୁ ସମର୍ପଣ କରିଥାଉ

କୁହାଯାଏ ହିନ୍ଦୁ ମନ୍ଦିରର ଶିଡ଼ିରେ ଦେବାଦେବୀ ବାସ କରନ୍ତି

ଶିଡ଼ିକୁ ଛୁଇଁବା ଦ୍ୱାରା ମନରେ ସକରାତ୍ମକ ଭାବନା ଆସିଥାଏ

ଜୀବନ ସୁଖ ସମୃଦ୍ଧରେ ଭରିଯାଏ

ଗାଡ଼ିରେ ରଖିଲେ ଏହି ଜିନିଷ, କେବେ ହେବନି ଦୁର୍ଘଟଣା