ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛି କୋଣାର୍କ ମନ୍ଦିରର ଠିକ ପାଖରେ ଅବସ୍ଥିତି ଏକ ରହସ୍ୟମୟ ମଠ ବିଷୟରେ

ଯାହାର ରହସ୍ୟ ଆପଣଙ୍କୁ କରିଦେବ ଆଶ୍ଚର୍ଯ୍ୟ

କୋଣାର୍କ ମନ୍ଦିରର ଠିକ ପାଖରେ ଦକ୍ଷିଣ ଦିଗରେ ଅବସ୍ଥିତ ଶହଶହ ବର୍ଷର ପ୍ରାଚୀନ ଅନନ୍ତ ଅବଦୂତ ମଠ

ଆପଣ ଭାବୁଥିବେ ସବୁଆଡେ ତ ମଠ ରହିଛି ହେଲେ ଏହି ସ୍ଥାନର କଣ ବିଶେଷତ୍ବ ରହିଛି

ଏହି ସ୍ଥାନର ଅନେକ ବିଶେଷତ୍ବ ରହିଛି ଏହି ମଠଟି ୮୦୦ ବର୍ଷରୁ ଉର୍ଦ୍ଧ୍ବ ପୁରାତନ ଓ ପ୍ରାଚୀନ ମଠ। ଏଠାରେ ପୂଜା ପାଆନ୍ତି ସୂର୍ଯ୍ୟ ଦେବତା

ଆଜି ପର୍ଯ୍ୟନ୍ତ ଯେଉଁମାନେ ଏଠାରେ ମଠ ମହନ୍ତ ରହିଛନ୍ତି ସେମାନେ ଶରୀର ତ୍ୟାଗ କରିବା ପରେ ଏହି ସ୍ଥାନରେ ତାଙ୍କୁ ଦିଆଯାଇଛି ସମାଧି

ମୁଖ୍ୟ ଆକର୍ଷଣ ଏଠାକାର ହେଉଛି ଅଖଣ୍ଡ ତ୍ରିକୋଣୀୟ ଯୋନି ଯଜ୍ଞ କୁଣ୍ଡ

ମଠ ଆରମ୍ଭରୁ ଏହି ଯଜ୍ଞ କୁଣ୍ଡରୁ କେବେ ଲିଭିନି ନିଆଁ

ଏହି ଯଜ୍ଞ କୁଣ୍ଡର ବିଭୂତିକୁ ସ୍ପର୍ଶ କରିବା ମାତ୍ରେ ଦୁଷ୍ଟ ଶକ୍ତିମାନଙ୍କଠୁ ମିଳିଥାଏ ଆଶ୍ବସ୍ତି

ପୁରାଣ ଅନୁଯାୟୀ କଶ୍ୟପ ମୁନି ଓ ପତ୍ନୀ ଆଦିତି ଏହି ଯଜ୍ଞ କୁଣ୍ଡରେ ଯଜ୍ଞ କରି ସୂର୍ଯ୍ୟଦେବଙ୍କୁ ପୁତ୍ର ରୂପରେ ପାଇଥିଲେ।

ଏଠାରେ ତୁଳସୀ ସହ ପୂଜା ହୁଏ ଘୁଷୁରୀ ମାଂସ। ଜାଣନ୍ତୁ ପୂରା ଖବର...