ଯେକୌଣସି ଜିନିଷର ଅତ୍ୟଧିକ ବ୍ୟବହାର ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ

ବିଶେଷଜ୍ଞଙ୍କ ଅନୁଯାୟୀ ଅଳ୍ପ ବିୟର ପିଇବା ସ୍ୱାସ୍ଥ୍ୟ ପାଇଁ ଭଲ

ଅଳ୍ପ ବିୟର ପିଇବା ଦ୍ବାରା ଆଣ୍ଠୁ ଗଣ୍ଠିର ଯନ୍ତ୍ରଣା କମିଥାଏ

ବିୟରରେ କିଛି ଉପାଦାନ ରହିଛି, ଯାହା ମଧୁମେହ ହ୍ରାସ କରିଥାଏ

ଯଦି ଆପଣ ସୀମିତ ପରିମାଣରେ ବିୟର ପିଅନ୍ତି, ତେବେ ଏହା ଲିଭର୍‌କୁ ସୁସ୍ଥ ରଖେ

ଯଦି ସୀମିତ ପରିମାଣର ବିୟର ପିଅନ୍ତି; ତେବେ ଅନ୍ୟମାନଙ୍କ ତୁଳନାରେ ଅଧିକ ବର୍ଷ ବଞ୍ଚନ୍ତି

ଯେଉଁମାନେ ପ୍ରତିଦିନ ଅଧା ଗ୍ଲାସ ବିୟର ପିଉଛନ୍ତି, ହୃଦଘାତ ହେବାର ଆଶଙ୍କା ୫୦ ପ୍ରତିଶତ କମିଯାଏ

ହପ୍ସ ପ୍ଲାଣ୍ଟରୁ ପ୍ରସ୍ତୁତ ବିୟରରେ କିଛି ଉପାଦାନ ମିଳିଥାଏ, ଯାହା କର୍କଟ ରୋଗ ବିରୁଦ୍ଧରେ ଲଢିପାରେ

NHS ଅନୁଯାୟୀ, ସପ୍ତାହରେ ୧୪ ୟୁନିଟ୍‌ରୁ ଅଧିକ ବିୟର ପିଇବା କ୍ଷତିକାରକ 

ଆପଣ ଯଦି ୩ ଦିନରୁ ଅଧିକ ସମୟ ପିଉଛନ୍ତି, ତେବେ ଏହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ କ୍ଷତିକାରକ