ଶ୍ରୀମନ୍ଦିରର ବାଇଶି ପାହାଚକୁ ନେଇ ରହିଛି  ଅନେକ କିମ୍ବଦନ୍ତୀ ।

ବେଢ଼ାରୁ ଭକ୍ତ ଦ୍ୱାର ଦେଇ ପ୍ରବେଶ କରିବାକୁ ଥିବା ପାହାଚ ହେଉଛି ବାଇଶି ପାହାଚ ।

ରାଜା ଭାନୁଦେବ ନାମରେ ଜଣେ ନିଃସନ୍ତାନ ରାଜା ଜମ୍ବେଶ୍ଵରଙ୍କୁ ଆରାଧନା କରି ସୁନ୍ଦର ପୁତ୍ର ସନ୍ତାନଟିଏ ଲାଭକଲେ ।

ଜାତକ ତିଆରି କଲାବେଳେ ରାଜା ଜାଣିଲେ ତାଙ୍କ ପୁତ୍ରର ଆୟୁଷ କେବଳ ୨୨ବର୍ଷ ରହିଛି ।

ପୁତ୍ରର ଅଳ୍ପାୟୁ ବାବଦରେ ଅବଗତ ହୋଇ ରାଜା ଭାନୁଦେବ ପୁନଶ୍ଚ ଜମ୍ବେଶ୍ଵରଙ୍କୁ ଆରାଧନା କଲେ।

ଜମ୍ବେଶ୍ଵର ରାଜାଙ୍କ ଭକ୍ତିରେ ସନ୍ତୁଷ୍ଟ ହୋଇ ଶ୍ରୀମନ୍ଦିର ଭିତରେ ବାଇଶି ପାହାଚ ନିର୍ମାଣ କରିବାକୁ ଆଜ୍ଞା ଦେଲେ ।

ଏହାପରେ ରାଜା ବାଇଶି ପାହାଚ ନିର୍ମାଣ କରିଲେ ।

ଏହାପରେ ସନ୍ତାନର ଆୟୁ ବୃଦ୍ଧି ପାଇଁ ସେହି ବାଇଶି ପାହାଚରେ ଗଡ଼ାଇ ଦେଇଥିଲେ ।

ଶ୍ରଦ୍ଧାଳୁମାନେ ସେଥିପାଇଁ ନିଜ ନିଜ ପିଲାମାନଙ୍କର ଆୟୁଷ ବୃଦ୍ଧି ନିମନ୍ତେ ବାଇଶି ପାହାଚରେ ଗଡ଼ାଇ ଦେଇଥାନ୍ତି ।

ତେବେ ଏହି ବାଇଶି ପାହାଚର ମଧ୍ୟ ନାମ ରହିଛି ।

ଫଣା ଟେକି ବସିଛି ମଣିନାଗ! ଅଧିକ ପଢ଼ିବା ପାଇଁ  ଲିଙ୍କ ଉପରେ କ୍ଲିକ୍ କରନ୍ତୁ