ଦୈନିକ ସକାଳୁ ଲେମ୍ବୁ ସରବତ ପିଇଲେ ସ୍ୱାସ୍ଥ୍ୟ ପକ୍ଷେ ଭଲ ହୋଇଥାଏ

ମୋଟାପଣ କମାଇବା ପାଇଁ ଅନେକ ଲୋକ ଗରମ ପାଣିରେ ଲେମ୍ବୁ ରସ ମିଶାଇ ପିଇଥାନ୍ତି

ଗୋଟାଏ ଭଲ ଲେମ୍ବୁ ପ୍ରଚୁର ପରିମାଣର ଭିଟାମିନ ‘ସି’ ପ୍ରଦାନ କରିଥାଏ

ଲେମ୍ବୁ ରସ ପରି ଲେମ୍ବୁର ଚୋପା ମଧ୍ୟ ଖୁବ୍‌ ଉପାକରୀ ହୋଇଥାଏ

ଲେମ୍ବୁ ରସକୁ ନପିଇ ଆମେ ତାହାର ଚୋପର ପ୍ରୟୋଗ ଜାଣିଲେ ବେଶି ଫଳପ୍ରଦ ହେବ

ଲେମ୍ବୁକୁ ୨ ଖଣ୍ଡ କରି କାଟି ନଦେଇ ଅନେକ ଖଣ୍ଡ କରି କାଟି ଦିଅନ୍ତୁ

 କିଛି ଗରମ ପାଣି ହେଉ ବା ଥଣ୍ଡା ପାଣି ହେଉ ସେଥିରେ ତାହାକୁ ପକାଇ ଦିଅନ୍ତୁ

ସେଥିରୁ ମାତ୍ର କିଛି ଲେମ୍ବୁ ଚିପୁଡ଼ି ଦିଅନ୍ତୁ

କିଛି ଲେମ୍ବୁ କଟା ରହିଯାଇଛି ଆପଣ ତାହାକୁ ନିଜ ପାଣି ବଟଲ, ଜଗ୍‌ ଆଦିରେ ପକାଇ ପରବର୍ତ୍ତୀ ମୁହୂର୍ତ୍ତରେ ସେ ପାଣିକୁ ପିଅନ୍ତୁ

ଏହା ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ଖୁବ୍ ଜରୁରୀ ଓ ସ୍ବାସ୍ଥ୍ୟକୁ ସୁସ୍ଥ ରଖିଥାଏ