ପତି-ପତ୍ନୀଙ୍କ ସମ୍ପର୍କକୁ ସବୁଠାରୁ ପବିତ୍ର ସମ୍ପର୍କ ବୋଲି କୁହାଯାଏ।

ଏହି ସମ୍ପର୍କକୁ ଅଧିକ ମଜବୁତ କରିବା ପାଇଁ ସମସ୍ତେ ଚାହିଁଛନ୍ତି।

କିନ୍ତୁ ବେଳେ ବେଳେ ସ୍ବାମୀ-ସ୍ତ୍ରୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୁଏ।

ତେଣୁ ସମ୍ପର୍କରେ ସୁଧାର ଆଣିବା ପାଇଁ ଅନେକ ଉପାୟ ରହିଛି।

ଉଭୟ ଉଭୟଙ୍କ ତ୍ରୁଟି ସୁଧାରିବାକୁ ଚେଷ୍ଟା କରିବା ଉଚିତ।

ଶାରୀରିକ ସମ୍ପର୍କକୁ ଗୁରୁତ୍ବ ଦେଲେ ସମ୍ପର୍କ ସୁଦୃଢ ହୁଏ।

ନିଜ କାମ ସଠିକ୍‌ ଭାବେ କରି ପାର୍ଟନରଙ୍କୁ ଚାପମୁକ୍ତ ରଖନ୍ତୁ।

ଝଗଡା ହେଲେ ଅଧିକ ଯୁକ୍ତି ନକରି ଶାନ୍ତ ରୁହନ୍ତୁ।

ପାର୍ଟନର୍‌ଙ୍କୁ ସର୍ବଦା ସଭ୍ୟ ବ୍ୟବହାର କରନ୍ତୁ।

ମାନସିକ ସ୍ବାସ୍ଥ୍ୟ ଯେପରି ନବିଗିଡେ ସେଥିପ୍ରତି ଧ୍ୟାନ ଦିଅନ୍ତୁ।