Fill in some text

Green Blob

 କଟକ ମାହାଙ୍ଗାରେ ରହିଛି ମାଳିକା ବର୍ଣ୍ଣିତ ରହସ୍ୟ ମୟ ଜରିଆ ଗଣ୍ଡ, ଏକ ଅଦ୍ଭୁତ ସ୍ଥାନ !

Fill in some text

Pink Blob

କୁହାଯାଏ ଜରିଆ ଗଣ୍ଡରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରୁ ଫେରିବା ଏକପ୍ରକାର ଅସମ୍ଭବ।

Pink Blob

ଏଠାରେ ବସବାସ କରୁଥିବା ଲୋକ କୁହନ୍ତି ଯେ ଏହି ଗଣ୍ଡ ମଝିରେ ରହିଥିବା ମନ୍ଦିରକୁ ସୁରକ୍ଷା ଦେବା ପାଇଁ ଚିତଳ ମାଛ ପ୍ରହରା ଦେଉଛି । ମାଳିକାରେ ମଧ୍ୟ ଏହି ଗଣ୍ଡ ବିଷୟରେ ବର୍ଣ୍ଣିନା କରାଯାଇଛି।

Pink Blob

ସ୍ୱାମୀ ଅଚ୍ୟୁତାନନ୍ଦଙ୍କ ମାଳିକାରେ ମଧ୍ୟ ଏହି ଜାଗା ବିଷୟରେ ଉଲ୍ଲେଖ ରହିଛି।

Pink Blob

କୁହାଯାଏ ରହସ୍ୟମୟ ସ୍ଥାନକୁ ଗଲେ ବଡ଼ ଭଉଁରୀରେ ବୁଡି ଯାଆନ୍ତି ଲୋକ, ଏବେ ଏଜାଗାକୁ ଯିବାକୁ ଡରନ୍ତି ଲୋକ !

Pink Blob

ଐତିହାସିକଙ୍କ ମତରେ ସେଠାରେ ପାଣି ଅଧିକ ଗଭୀର ଥାଇପାରେ, ଯେଉଁଥି ପାଇଁ ବଡ଼ ଭଉଁରୀ ହେଉଛି

Pink Blob

  ଜରିଆ ଗଣ୍ଡ ଗିଳି ଦେଉଥିବା ଓ ଏହା ସହ ଜଡ଼ିତ ଅଲୌକିକତାକୁ ଅସ୍ବୀକାର କରିଛନ୍ତି ଐତିହାସିକ । ଜରିଆ ନଈରେ ବିରାଟକାୟ ଚିତଳ ମାଛ ଜଗିଥିବା ମାଳିକାରେ ବର୍ଣ୍ଣିତ ଓ ଲୋକ ଏବେ ବି କୁହନ୍ତି।

Pink Blob

ମା' ଦୁତିକ ଜରିଆ ଗଣ୍ଡରେ ଅଛନ୍ତି ଆଉ ତାଙ୍କୁ ସୁରକ୍ଷା ଦେବାକୁ ଚିତଳ ମାଛ ପ୍ରହରା ଦେଉଥିବା କିମ୍ବଦନ୍ତୀ ରହିଛି

Pink Blob

ଲୋକଙ୍କ ବିଶ୍ବାସ, ଜରିଆ ନଈରେ ଚିଠି ଲେଖି ପାଣିରେ ପକାଇ ଦେଲେ ମନସ୍କାମନା ପୂରଣ ହେଉଥିଲା, କିନ୍ତୁ କଳିଯୁଗରେ ଏହା ବନ୍ଦ ହୋଇଗଲା।

Pink Blob

ଜରିଆ ନଈକୁ ନେଇ ଆହୁରି ଅନେକ ରହସ୍ୟ ରହିଛି, ଯାହାର ଉତ୍ତର ବିଜ୍ଞାନ ପାଖରେ ନାହିଁ

Green Blob

ଶାରୀରିକ ସମ୍ପର୍କକୁ ଗୁରୁତ୍ବ ଦେଲେ ସୁଦୃଢ ହୁଏ ପତି-ପତ୍ନୀ ସମ୍ପର୍କ