ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଭୁବନେଶ୍ୱରରେ ରହିଛି ରାଜ୍ୟର ସବୁଠୁ ଟପ୍ ଫାଇଭ୍ ହୋଟେଲ
କିଛି ବର୍ଷ ପୂର୍ବରୁ ରାଜ୍ୟରେ ମାତ୍ର ଗୋଟିଏ ପଞ୍ଚତାରକା ହୋଟେଲ ଥିବା ବେଳେ ଏବେ ଏ ସଂଖ୍ୟା ୫କୁ ବଢିଛି
ଭୁବନେଶ୍ୱରରେ ହିଁ ରହିଛି ରାଜ୍ୟର ସମସ୍ତ ୫ଟି Five Star ହୋଟେଲ
ପଞ୍ଚତାରକା ହୋଟେଲଗୁଡ଼ିକର ରୁମ୍ ରେଣ୍ଟ ଦିନକୁ ୫ ହଜାରରୁ ଆରମ୍ଭ କପି ୧୫ ହଜାର ପର୍ଯ୍ୟନ୍ତ ରହିଛି
ଜାଣନ୍ତୁ ପଞ୍ଚତାରକା ହୋଟେଲ ତାଲିକା ଓ ରହଣୀ ହୋଟେଲ ଦାମ (୨୪ ଘଣ୍ଟିଆ) ।
ଭୁବନେଶ୍ବରରେ 5 Star ହୋଟେଲରେ ରହିଛି ମେ ଫେୟାର, ଟ୍ରାଇଡେଣ୍ଟ, ସ୍ୱସ୍ତି ପ୍ରିମିୟମ, ତାଜ୍ ବିଭାନ୍ତ, ୱେଲକମ୍
ହୋଟେଲ ଟ୍ରାଇଡେଣ୍ଟ (Trident Hotel Bhubaneswar ) ରହଣୀ ୭୦୦୦ ଟଙ୍କାରୁ ଆରମ୍ଭ ।
ହୋଟେଲ ମେଫେୟାର ଲାଗୁନ ( MAYFAIR Lagoon, Bhubaneswar)ରହଣୀ ୭୦୦୦ ଟଙ୍କାରୁ ଆରମ୍ଭ
ହୋଟେଲ ତାଜ ବିଭାନ୍ତ
( taj vivanta bhubaneswar) ରହଣୀ ୭୦୦୦ ଟଙ୍କାରୁ ଆରମ୍ଭ
ହୋଟେଲ ସ୍ୱସ୍ତି ପ୍ରିମିୟମ ( swosti premium restaurant) ରହଣୀ ୬୦୦୦ ଟଙ୍କାରୁ ଆରମ୍ଭ
ଆଗକୁ ଏହି ତାଲିକାରେ ହୋଟେଲ କ୍ରାଉନ ଯୋଡି ହେବାକୁ ଯାଉଛି
ମୁଖାଗ୍ନି ପରେ ପଛକୁ ବୁଲି ଚାହିଁବା କାହିଁକି ମନା? ଜାଣନ୍ତୁ ରହସ୍ୟ...
Learn more