ଆମ ପୃଥିବୀରେ ଏମିତି ଏକ ସ୍ଥାନ ରହିଛି ଯେଉଁଠାରେ ସୂର୍ଯ୍ୟ କେବେ ଅସ୍ତ ହୁଅନ୍ତିନି କି ଏଠାରେ ଚନ୍ଦ୍ର କେବେ ଦେଖାଯାଆନ୍ତିନି। ତେବେ ଆଶ୍ଚର୍ଯ୍ୟ ଲାଗୁଛି ନା।

ଆପଣ ଭାବୁଥିବେ ଯଦି ସୂର୍ଯ୍ୟ ଅସ୍ତ ହେବ ନାହିଁ ତେବେ ଆମେ ରାତି କି ଦିନ କିପରି ଜାଣିବା। ତେବେ ଆସନ୍ତୁ ଜାଣିବା ଏହି ରହସ୍ୟମୟ ସ୍ଥାନ ବିଷୟରେ...

ନରୱେୟରେ ଏକ ଦ୍ବୀପ ରହିଛି ଯେଉଁଠାରେ କେବେ ବି ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ। ଏହାକୁ ଟାଇମ୍ସ ଫ୍ରି ଆଇଲ୍ୟାଣ୍ଡ କୁହାଯାଏ। ବର୍ଷକ ଭିତରୁ ପ୍ରାୟ ମାସ ଏଠାରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

ଯେବେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ ତେବେ ସମୟ ଜାଣିବା ମଧ୍ୟ କଷ୍ଟକର ହୋଇପଡ଼େ। ଏଠାରେ ରହୁଥିବା ଲୋକମାନେ ମଧ୍ୟ ଠିକ୍ ଭାବରେ ଜୀବନଶୈଳୀ ଅତିବାହିତ କରିପାରନ୍ତି ନାହିଁ।

ଯେବେ ଦିନରାତି ଜାଣିହେବ ନାହିଁ ସେତେବେଳେ ଜୀବନ ବିତାଇବା ସମ୍ଭବ ହେବ ନାହିଁ। ତେବେ ପ୍ରକୃତିର ନିୟମ ଅନୁଯାୟୀ, ରାତି ପରେ ଦିନ ଓ ଦିନ ପରେ ରାତି ହୋଇଥାଏ।

ହେଲେ ନରୱେୟରେ ଏହାର ଓଲଟା ହୋଇଥାଏ। ଦେଖିବାକ ଗଲେ ଏଠାରେ ବର୍ଷରେ ୭୦ ଦିନରୁ ଅଧିକ ସମୟ ସୂର୍ଯ୍ୟ ଅସ୍ତ ହୋଇନଥାନ୍ତି।

ଏଠାରେ ମେ ରୁ ଜୁଲାଇ ପର୍ଯ୍ୟନ୍ତ ୭୦ ଦିନ ଭିତରେ ସୂର୍ଯ୍ୟ ଅସ୍ତ ହୁଅନ୍ତି ନାହିଁ।

ଏହା ପରେ ପରବର୍ତ୍ତୀ ୩ ମାସ ସୂର୍ଯ୍ୟ ଆଉ ଉଦୟ ହିଁ ହୁଅନ୍ତି ନାହିଁ। ଏହାର ଅର୍ଥ ୭୦ ଦିନ ପାଇଁ ଲଗାତାର ରାତି ହୋଇନଥାଏ କି ଦିନ ହୋଇନଥାଏ।

ଏଠାରେ ଏପରି ଅଜବ ବ୍ୟତିକ୍ରମ ଦେଖିବାକୁ ମିଳିଥାଏ। ଏହି ଦ୍ବୀପରେ ମୋଟ ୩୦୦ ଲୋକ ରହିଥାନ୍ତି।

ଏହି ଦ୍ବୀପରେ ମୋଟ ୩୦୦ ଲୋକ ରହିଥାନ୍ତି ଆଉ ସେମାନେ ବେଶ୍ କଷ୍ଟକର ଜୀବନ ବିତାଇଥାନ୍ତି।  

ଏଭଳି ପରିସ୍ଥିତିରେ ସେମାନେ କ୍ରମାଗତ ଭାବରେ ଦାବି କରୁଛନ୍ତି ଯେ ସେମାନଙ୍କ ଅଞ୍ଚଳକୁ ବିଶ୍ୱର ପ୍ରଥମ ଥର ମୁକ୍ତ ଅଞ୍ଚଳ ଭାବରେ ଘୋଷଣା କରାଯା।

ରସୁଣ, ପିଆଜ ନୁହେଁ ଯୌନ ଶକ୍ତି ବଢ଼ାଇବାକୁ ଏହି ଖାଦ୍ୟ ଖାଉଥିଲେ ମୋଗଲ