ଘରେ ଦେବାଦେବୀଙ୍କ ମୂର୍ତ୍ତି କିମ୍ବା ଫଟୋ ରହିବା ଭଲ 

Black Section Separator

ମହାଦେବଙ୍କ ଫଟୋ ରଖିଲେ ସବୁ ବାଧାବିଘ୍ନ ଦୂର ହୁଏ

Black Section Separator

ଶିବଙ୍କ ଫଟୋ ନେଇ କିଛି ବାସ୍ତୁ ନିୟମ ରହିଛି

Black Section Separator

ଘରେ ଶିବଙ୍କ ଫଟୋକୁ ଉତ୍ତର ଦିଗରେ ରଖନ୍ତୁ

Black Section Separator

କ୍ରୋଧ ମୁଦ୍ରାରେ ଥିବା ଶିବଙ୍କ ଫଟୋ ଲଗାନ୍ତୁନି

Black Section Separator

ଶିବଙ୍କ ପ୍ରସନ୍ନ ମୁଖର ଫଟୋ ଘରେ ରଖନ୍ତୁ

Black Section Separator

ଶିବଙ୍କ ସହିତ ମା’ ପାର୍ବତୀ, କାର୍ତ୍ତିକେୟ, ଗଣେଶଙ୍କ ଫଟୋ ଲଗାନ୍ତୁ

Black Section Separator

ଯେଉଁଠି ସମସ୍ତଙ୍କ ନଜର ପଡୁଛି, ସେଠି ଶିବଙ୍କ ଫଟୋ ରଖନ୍ତୁ

Black Section Separator

ଫଟୋକୁ ସଫାସୁତୁରା ସହ ଉକ୍ତ ସ୍ଥାନକୁ ସଫା ରଖନ୍ତୁ

Black Section Separator

ନଚେତ୍‌ ବାସ୍ତୁଦୋଷ ସହ ହେବ ଧନହାନୀ

Black Section Separator

ଗଣପତିଙ୍କ ପୂଜା ବେଳେ କରନ୍ତୁନି ଏହି ଭୁଲ