Non veg କଥା କହିଲା ମାନେ ସଭିଙ୍କ ମୁହଁରେ ପାଣି ଆସିଯାଏ

ଆଉ ଯଦି ଛୁଟି ବାରଟି ମିଳିଲା, ସମସ୍ତଙ୍କୁ ଟିକିଏ ଆମିଷ ଖାଇବାକୁ ମନ ହୁଏ

ମାଛ, ଚିକେନ , ଅଣ୍ଡାର ବିଭିନ୍ନ ଭେରାଇଟିର ନନ୍ ଭେଜ ଆଇଟମ ଖାସି ଝୋଳ ଆଗରେ ଫିକା

ଆସନ୍ତୁ ଜାଣିବା ରାଜଧାନୀର କିଛି ଏଭଳି ଫେମସ ମଟନ ହୋଟେଲ ବିଷୟରେ ଯେଉଁଠାରେ ମିଳେ ଶସ୍ତାରେ ମଟନ ଝୋଳ

ସବୁଠାରୁ ଶସ୍ତାରେ ମଟନ ଖାଇବାକୁ ଚାହୁଁଥିଲେ ଆସନ୍ତୁ ରମେଶ ଭାଇନାଙ୍କ ହୋଟେଲ ସ୍ଥାନ:6VRC+7PG, Baragarh, Bhubaneswar

ସତୁ ମଟନ କଥା କାହାକୁ ଅବା ଜଣା ନାହିଁ , ଏହାର ମଟନ ଟେଷ୍ଟ ସବୁ ଠାରୁ ଭିନ୍ନ ସ୍ଥାନ:7R3R+738, Barik Sahi, Nageswar Tangi, Old Town, Bhubaneswar

ଯଦି ଆପଣ କଟକରୁ ଭୁବନେଶ୍ବର ଆସୁଛନ୍ତି ତେବେ ନନା ହୋଟେଲର ମଟନ ଆଦୌ ମିସ୍ କରନ୍ତୁ ନାହିଁ ସ୍ଥାନ:9V6R+427, Cuttack - Bhubaneswar Rd, Phulnakhara,

ଯଦି ପିତଳ ଥାଳିରେ ମଟନର ମଜା ନେବାକୁ ଚାହୁଁଛନ୍ତି ଆସନ୍ତୁ ମା ହାଣ୍ଡିଶାଳ ସ୍ଥାନ:New puri bypass road, chaka, near pandra,

ଭୁବନେଶ୍ବର ଆସୁଛନ୍ତି ଆଉ କିଶୋର ଭାଇନାଙ୍କ ମଟନ ଖାଇ ନାହାନ୍ତି , ତେବେ ତୁରନ୍ତ ଟେଷ୍ଟ କରନ୍ତୁ 8R6M+7FF, Sainik School Rd, Laxmi Nagar, Bhubaneswar,

ଏହି ସବୁ ହୋଟେଲରେ ଦିନ ହେଉକି ରାତି ଖଚାଖଚ ନନ୍ ଭେଜ ପ୍ରେମୀଙ୍କ ଭିଡ ଲାଗି ରୁହେ । ତେଣୁ ଶୀଘ୍ର ଆସିଲେ ଏଠାକାର ମଟନ ତରକାରୀର ମଜା  ନିଶ୍ଚୟ ଉଠାଇ ପାରିବେ

ପାର୍ଟନରଙ୍କର କରନ୍ତୁ ଏହି ମେଡିକାଲ ଟେଷ୍ଟ, ହେବନି ସମସ୍ୟା