ବେଷ୍ଟ ରୋମାଣ୍ଟିକ କୋରିଆନ ଡ୍ରାମା ସିରିଜ

ଚକୋଲେଟ-ଜଣେ ଯୁବ ନ୍ୟୁରୋସର୍ଜନଙ୍କ କାହାଣୀ ଯିଏ ପିଲାଦିନେ ଗୋଟେ ସେଫ୍ ହେବାର ଦେଖିଥିଲେ ସ୍ବପ୍ନ 

ଲଭ ଆଲାର୍ମ - ବହୁ ଚର୍ଚ୍ଚିତ ଲଭ ଆଲାର୍ମ କାର୍ଟୁନ୍ ମୁଭି ଉପରେ ଆଧାରିତ

ଟ୍ବେଣ୍ଟି ଫାଇଭ ଟ୍ବେଣ୍ଟି ୱାନ - ଜଣେ ରିଟାୟାର୍ଡ ଫେନ୍ସରଙ୍କ ଝିଅ ନିଜ ମାର ପୁରୁଣା ଡାଏରୀରୁ ସାଉଁଟିଛି ଅନେକ ସ୍ମୃତି

ଦ ଫାବୁଲସ - ଫ୍ୟାସନ ବିଜନେସ କରୁଥିବା ୪ଜଣ ସାଙ୍ଗଙ୍କ ଷ୍ଟୋରୀ

ରୋମାନ୍ସ ଇଜ୍ ଏ ବୋନସ ବୁକ - ମହିଳା ବନ୍ଧୁଙ୍କର ସାଙ୍ଗ ସହ ପଣି ଗଢିଉଠିଥିବା ସଂପର୍କକୁ ନେଇ କାହାଣୀଟିଏ

ନେଭର ଦ ଲେସ - ଜଣେ ଛାତ୍ରୀ ନିଜର ବ୍ରେକଅପ ପରେ ସମସ୍ତଙ୍କୁ କିପରି ଅବିଶ୍ବାସ କରୁଛନ୍ତି ସେ ନେଇ ଏକ ଡ୍ରାମା ଷ୍ଟୋରୀ

କ୍ରାସ କୋର୍ସ ଇନ୍ ରୋମାନ୍ସ - ଜଣେ ଫୁଡ ସାଇଡ ବିଜିନେସ ନିଜ ଝିଅକୁ କଲେଜ ଆଡମିଶନ ପାଇଁ ପ୍ରସ୍ତୁତିରେ ସାହାର୍ଯ୍ୟକୁ ନେଇ ଚିତ୍ରିତ କାହାଣୀ

ବଏଜ ଓଭର ଫ୍ଲାୱାରସ - ଓରିଜିନାଲ ଡ୍ରାମାରେ ରୁଚି ରଖୁଥିବା ଦର୍ଶକଙ୍କ ପାଇଁ ବେଷ୍ଟ ଚଏସ

ବିବାହ ଆଗରୁ ପାର୍ଟନରଙ୍କର କରନ୍ତୁ ଏହି ମେଡ଼ିକାଲ ଟେଷ୍ଟ