ସମ୍ପର୍କରେ ଉଭୟ ପାର୍ଟନରଙ୍କ ମଧ୍ୟରେ ପ୍ରେମ୍‌ ଖୁବ୍‌ ଜରୁରୀ

ସମ୍ପର୍କରେ ଉଭୟ ପାର୍ଟନରଙ୍କ ମଧ୍ୟରେ ପ୍ରେମ୍‌ ଖୁବ୍‌ ଜରୁରୀ

ଅନେକ ଭାବନ୍ତି ଯେ ପାର୍ଟନର ତାଙ୍କୁ ସବୁବେଳେ ସତ କୁହନ୍ତୁ

ଜଣେ ଜଣଙ୍କ ସହ କଥା ସେୟାର କଲେ ପ୍ରେମ ବଢ଼େ

କିନ୍ତୁ ବେଳେ ମିଛ ସମ୍ପର୍କରେ ମଧୁରତା ଆଣିଥାଏ

ସେଭଳି କିଛି ମିଛ ଅଛି ଯାହା ସମ୍ପର୍କକୁ ମଜଭୁତ କରେ

କ୍ରସ୍‌ ବିଷୟରେ ମିଛ କହିବା

ପାର୍ଟନରଙ୍କ କଥା ମନେ ପଡୁଛି ବୋଲି କହିବା

ଆବଶ୍ୟକସ୍ଥଳେ ଅତୀତ ବାବଦରେ ମିଛ କହିବା

ଏମାନଙ୍କୁ କରନ୍ତୁନି ବିବାହ, ଜୀବନ ବର୍ବାଦ!