ଶିବଲିଙ୍ଗ ଉପରେ ଦିଆଯାଇଥିବା ଭୋଗ ଖାଉଛନ୍ତି କି

ପୂଜା ସମୟରେ ଶିବଙ୍କୁ ତାଙ୍କ ପସନ୍ଦର ଭୋଗ ଦିଆଯାଏ

ଅନେକ ଲୋକ ଶିବଲିଙ୍ଗରେ ଦିଆଯାଇଥିବା ଭୋଗକୁ ଗ୍ରହଣ କରନ୍ତି

କିନ୍ତୁ ଏହି ଭୋଗ ଗ୍ରହଣ କରିବା ଉଚିତ ନା ନୁହେଁ ? 

ଶିବ ଓ ଲିଙ୍ଗକୁ ଭୋଗ ଅର୍ପଣ କରିବାର ନିୟମ ଅଲଗା ରହିଛି

ଭୁଲରେ ବି ଏହି ଭୋଗ ଖାଆନ୍ତୁନି

ମହାଦେବଙ୍କ ମୁଖରୁ ଚଣ୍ଡେଶ୍ୱର ପ୍ରକଟ ହୋଇଥିଲେ

ଲିଙ୍ଗ ଉପରେ ଦିଆଯାଇଥିବା ଭୋଗ ଚଣ୍ଡେଶ୍ୱରର ଏକ ଅଂଶ

ଏଥିପାଇଁ ଏହାକୁ ଖାଇବାକୁ ବାରଣ କରାଯାଇଛି

ଏହି ଭୋଗକୁ ନଦୀରେ ପ୍ରବାହିତ କରିବା ଉଚିତ

ଧାତୁ କିମ୍ବା ପାରଦର ଶିବଲିଙ୍ଗ ଉପରେ ଦିଆଯାଇଥିବା ଭୋଗ ଖାଇପାରିବେ 

ଶିବଙ୍କ ପ୍ରତିମାରେ ଦିଆଯାଇଥିବା ଭୋଗକୁ ଗ୍ରହଣ କରିପାରିବେ

ସାଥୀଙ୍କୁ କୁହନ୍ତୁ ମିଛ, ବଢ଼ିବ ପ୍ରେମ ସମ୍ପର୍କ