ଖୁବ ଶୀଘ୍ର ଆରମ୍ଭ ହେବାକୁ ଯାଉଛି ପିତୃପକ୍ଷ

୨୯ ସେପ୍ଟେମ୍ବରରୁ ଆରମ୍ଭ ହୋଇ ୧୪ଅକ୍ଟୋବର ପର୍ଯ୍ୟନ୍ତ ରହିବ ପିତୃପକ୍ଷ

ପୂର୍ବଜଙ୍କ ଆତ୍ମାର ଶାନ୍ତି ପାଇଁ କରାଯାଏ ପିଣ୍ଡଦାନ

ବିଶ୍ବାସ ରହିଛି ପୂର୍ବପୁରୁଷ ମାନେ ଭିନ୍ନ ରୂପରେ ଏହି ପିଣ୍ଡ ଗ୍ରହଣ କରନ୍ତି

କିଛି କଥା ପ୍ରତିଧ୍ୟାନ ନଦେଲେ ପିତୃପକ୍ଷ ରୋଷ କରିପାରନ୍ତି । ଶାସ୍ତ୍ର ଅନୁସାରେ ଆମକୁ ପିଣ୍ଡଦାନ ସମୟରେ କିଛି କ୍ଷେତ୍ରରେ ସାବଧାନ ହେବାକୁ ପଡିଥାଏ

  ପିତୃପକ୍ଷରେ ରସୁଣ, ପିଆଜ, ଆମିଷ, ମଦ, ସିଗାରେଟ୍ ଆଦି ତାମସିକ ଭୋଜନ ବର୍ଜନ କରିବା ଆବଶ୍ୟକ

ଏହା ସହ କିଛି ପରିବା ମଧ୍ୟ ନଖାଇବା ଦରକାର

ଆଳୁ, ମୂଳା,ରସୁଣ,ବାଇଗଣ,ଟମାଟର, ପିଆଜ ନଖାଇବା ଉଚିତ

ପିଣ୍ଡଦାନ ସମୟରେ ଏହି ଖାଦ୍ୟ ଅର୍ପଣ କରାଯାଏ ନାହିଁ

ମସୁର ଡାଲି, ଚଣା ଆଦି ନଖାଇବା ଦରକାର । ଯାହା ଦ୍ବାରା ପୂର୍ବପୁରୁଷ ମାନେ ଶାନ୍ତ ହୋଇଥାନ୍ତି । ଘରେ ସୁଖ ସମୃଦ୍ଧି ଜାରି ରୁହେ