ସମସ୍ତଙ୍କ ରୋଷେଇ ଘରେ ମେଥି ନିଶ୍ଚୟ ଥିବ

ଅନେକ ରୋଗର ରାମବାଣ ହେଉଛି ମେଥି

ମେଥି ସହ ଏହାର ଶାଗ ମଧ୍ୟ ବେଶ ହିତକର

ମେଥି ଶାଗ ପେଟ ସମସ୍ୟାକୁ ଦୂର କରେ

ଗ୍ୟାଷ୍ଟ୍ରିକ ରୋଗୀ ଏହି ଶାଗ ଖାଇବା ଭଲ

ମେଥି ଶାଗ କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣରେ ରଖେ

ରକ୍ତରେ ଶର୍କରାକୁ ନିୟନ୍ତ୍ରଣରେ ରଖିବାକୁ ଖାଆନ୍ତ

ମେଥି ଶାଗ ଆଣ୍ଟି-ବାୟୋଟିକ୍‌ ପରି କାମ କରେ

ଟାଇପ୍‌-୨ ମଧୁମେହ ରୋଗୀଙ୍କ ପାଇଁ ମେଥି ଶାଗ ଯାଦୁ ସଦୃଶ

ରକ୍ତ ଚାପକୁ ମେଥି ଶାଗ କଣ୍ଟ୍ରୋଲ ରଖେ 

ଶିବଙ୍କୁ ଚଢାନ୍ତୁ ଏହି ଫୁଲ, ମିଳିବ କୃପା