ଅକ୍ଟୋବର ୨ରୁ ରାଜା ଭଳି ଜୀବନଯାପନ କରିବେ ଏହି ରାଶିର ଲୋକ। ମିଳିବ ବିପୁଳ ଧନ। ଜାଣନ୍ତୁ ଆପଣଙ୍କ ରାଶିରେ ଅଛି କି ଏହି ରାଜଯୋଗ।

ଶୁକ୍ର ଦେବେ ଧନ- ଜ୍ୟୋତିଷ ଶାସ୍ତ୍ରରେ ଶୁକ୍ର ଗ୍ରହକୁ ଶୁଭ ବୋଲି କୁହାଯାଏ।

ଶାସ୍ତ୍ର ଅନୁଯାୟୀ, ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଗ୍ରହମାନଙ୍କର ଏହି ଚଳନ କେତେକ ରାଶି ଉପରେ ଭଲ ତ ଆଉ କେତେକ ରାଶି ଉପରେ ମନ୍ଦ ପ୍ରଭାବ ପକାଇଥାଏ।

ତେବେ ଆସନ୍ତା ଅକ୍ଟୋବର ମାସରେ ବହୁ ଗ୍ରହ ନିଜ ରାଶି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ତେବେ ଶୁକ୍ରଙ୍କ ଗୋଚର କେଉଁ ରାଶିର ଲୋକଙ୍କ ପାଇଁ ଲାଭଦାୟକ ଦେବ ଆସନ୍ତୁ ଜାଣିବା।

ଶୁକ୍ର ଗ୍ରହ ଜଣେ ବ୍ୟକ୍ତିଙ୍କୁ ଧନ, ସମୃଦ୍ଧି, ସଫଳତା, ସୌନ୍ଦର୍ଯ୍ୟ ଭରପୁର ଦେଇଥାଆନ୍ତି।

ଆର୍ଥିକ ସ୍ଥିତିରେ ମିଳିବ ଲାଭ- ଶୁକ୍ର ଗୋଚର ସବୁ ଲୋକଙ୍କ କ୍ୟାରିୟର, ଆର୍ଥିକ ସ୍ଥିତି, ଲଭ ଲାଇଫ୍ ଉପରେ ଭଲ ପ୍ରଭାବ ପକାନ୍ତି।

ଅକ୍ଟୋବର ୨ରେ ସିଂହ ରାଶିରେ ପ୍ରବେଶ କରିବେ ଶୁକ୍ର।

ସିଂହ ରାଶିରେ ପ୍ରବେଶ କରିବେ ସୂର୍ଯ୍ୟ- ଶୁକ୍ର ଗ୍ରହ ପରିବର୍ତ୍ତନ କରି ସୂର୍ଯ୍ୟଙ୍କ ରାଶି ସିଂହରେ ପ୍ରବେଶ କରିବା ରାଜଯୋଗ ରହିବ।

ଶୁକ୍ର ଗୋଚର ପାଇଁ କିଛି ଲୋକଙ୍କୁ ପ୍ରଚୁର ପରିମାଣରେ ଧନ ମିଳିବ।

ମିଳିବ ସୁଖ-ସମୃଦ୍ଧି- ଏହି ଲୋକ ଅପାର ଧନ ପାଇବା ସହ ରାଜା ଭଳି ଜୀବନଯାପନ ମଧ୍ୟ କରିବେ।

ମେଷ- ଶୁକ୍ର ଗୋଚର ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ। ଏମାନଙ୍କ ଲଭ ଲାଇଫ୍ ଶାନଦାର ରହିବ।

ବୃଷ- ଶୁକ୍ର ଗୋଚର ବୃଷ ରାଶିର ଲୋକଙ୍କୁ ନୂଆ ଗାଡ଼ି, ନୂଆ ଘର ଓ ନୂଆ ସମ୍ପତ୍ତି ଯୋଗାଇବ।

ସିଂହ- ଏହି ରାଶିର ଲୋକଙ୍କୁ ଶୁକ୍ର ଗୋଚର ଆର୍ଥିକର ନୂଆ ରାସ୍ତା ଦେଖାଇବ। ବିଦେଶ ଯିବା ପାଇଁ ଏମାନଙ୍କୁ ଭଲ ସୁଯୋଗ ମଧ୍ୟ ମିଳିବ। ନୂଆ ଚାକିରି ମିଳିବ।