ଖାଇବା ପରେ ପାନ ମଧୁରୀ ଓ ମିଶ୍ରି ଖିଆଯାଏ

କେହି କେହି ସବୁ ସମୟରେ ଏହାକୁ ଖାଇଥାନ୍ତି

ଏହା ପଛରେ କିଛି କାରଣ ଅଛି କି

କେହି କେହି ବାସ୍ନା ପାଇଁ ଏହାକୁ ଖାଇଥାନ୍ତି

ପାନ ମଧୁରୀ ଓ ମିଶ୍ରିରେ ଅନେକ ଗୁଣ ରହିଛି

ପାନ ମଧୁରୀ ଓ ମିଶ୍ରି ପାଚନ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରେ 

ହିମୋଗ୍ଲୋବିନ ସ୍ତର ଠିକ ରଖେ ପାନ ମହୁରୀ ଓ ମିଶ୍ରି

ହିମୋଗ୍ଲୋବିନ ସ୍ତର ଠିକ ରଖେ ପାନ ମହୁରୀ ଓ ମିଶ୍ରି

ଏନିମିଆ ରୋଗୀଙ୍କ ପାଇଁ ପାନ ମଧୁରୀ ଓ ମିଶ୍ରି ଭଲ ବିକଳ୍ପ

ମୁଣ୍ଡ ବୁଲାଇବା ଓ ଥକ୍କା ଲାଗିଲେ ଏହାକୁ ଖାଆନ୍ତୁ

ଥଣ୍ଡା ଓ କାଶ ହେଉଥିଲେ ପାନ ମଧୁରୀ ଓ ମିଶ୍ରି ଖାଆନ୍ତୁ

ପାଟିରୁ ଦୁର୍ଗନ୍ଧ ବାହାରୁ ଥିଲେ ଏହାକୁ ଖାଆନ୍ତୁ

ମେଥ ଖାଲି ଶାଗ ନୁହେଁ, ଏକ ମହୌଷଧି ମଧ୍ୟ